ଗୁରୁଜୀଙ୍କ ତାଲିବାନୀ ଚେହେରା ସାମ୍ନାକୁ ଆସିବା ପରେ ସଫେଇ ଦେଲେ ପାଟ୍ଟଶାଣୀ

ଭୁବନେଶ୍ୱର/ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ସାମ୍ନାକୁ ଆସିଥିବା ତଥାକଥିତ ଗୁରୁଜୀଙ୍କ ତାଲିବାନୀ ଚେହେରାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ ଦଳ ବିଜେଡିରେ ମାନସଙ୍କ ଖୁବ ଦବଦବା ଥିବା ନେଇ ସାମ୍ନାକୁ ଆସିଛି ଏକାଧିକ ଭିଡିଓ । ଏକ ଭିଡିଓରେ ଭୁବନେଶ୍ୱରର ତତ୍କାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରୀୟଦର୍ଶୀ ମିଶ୍ରଙ୍କ ସହ ମଞ୍ଚରେ ବସିଛନ୍ତି ତଥାକଥିତ ଗୁରୁଜୀ । ସର୍ବ ସମ୍ମୁଖରେ ପାଟ୍ଟଶାଣୀ ମାନସଙ୍କୁ ଗୁରୁଜୀ ବୋଲି ସମ୍ବୋଧନ ବି କରିଛନ୍ତି । […]

690

690

Tapas Behera
  • Published: Sunday, 29 August 2021
  • Updated: 29 August 2021, 08:48 PM IST

Sports

Latest News

ଭୁବନେଶ୍ୱର/ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ସାମ୍ନାକୁ ଆସିଥିବା ତଥାକଥିତ ଗୁରୁଜୀଙ୍କ ତାଲିବାନୀ ଚେହେରାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ ଦଳ ବିଜେଡିରେ ମାନସଙ୍କ ଖୁବ ଦବଦବା ଥିବା ନେଇ ସାମ୍ନାକୁ ଆସିଛି ଏକାଧିକ ଭିଡିଓ । ଏକ ଭିଡିଓରେ ଭୁବନେଶ୍ୱରର ତତ୍କାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରୀୟଦର୍ଶୀ ମିଶ୍ରଙ୍କ ସହ ମଞ୍ଚରେ ବସିଛନ୍ତି ତଥାକଥିତ ଗୁରୁଜୀ । ସର୍ବ ସମ୍ମୁଖରେ ପାଟ୍ଟଶାଣୀ ମାନସଙ୍କୁ ଗୁରୁଜୀ ବୋଲି ସମ୍ବୋଧନ ବି କରିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି ଯେ, ମୁଁ ହେଉଛି କବି ଲୋକ। ସବୁ ସଭାସମିତିକୁ ଯାଏ। ଗୁରୁଜୀ ଆସିଲେ ଭଲ କଥା କହିଲେ କିନ୍ତୁ ତାଙ୍କ ଭିତରେ କିଛି ମନ୍ଦ ଉଦ୍ଦେଶ୍ୟ ଥିବ ଆମେ ଜାଣିପାରିବା ନାହିଁ।  ମତେ ସେମାନେ ଡାକିଲେ ଭାଷଣ ଦେବାକୁ।  ମୁଁ ଭାଷଣ ଦେଇ ପଳାଇ ଆସିଲି। ସେ ଯାହା କରିଛନ୍ତି ଲୋକେ ବିଚାର କରିବେ ମୁଁ କହିବାକୁ କିଏ ସେ ବୋଲି ପ୍ରସନ୍ନ କହିଛନ୍ତି।

[caption id="attachment_671028" align="alignnone" width="750"] ମଞ୍ଚରେ ନିଜେ ମାନସ ଦାସ ଓ ତତ୍କାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ।[/caption]

ପ୍ରସନ୍ନ ପାଟ୍ଟଶାଣୀ ସେଇ ପୁରୁଣା ଭାଷଣରେ କହିଥିଲେ ଯେ, ପୋଜ୍ୟ ଗୁରୁଜୀ ମାନସ ଦାସ ମହୋଦୟ। ମାନ୍ୟବର ବିଧାୟକ ପ୍ରିୟଦର୍ଶୀ ମିଶ୍ର। ପ୍ରିୟଦର୍ଶୀ ମିଶ୍ରଙ୍କର ଏଇଟା ନିଜ ନିର୍ବାଚନ ମଣ୍ଡଳୀ। ସେ ବଡ଼ ଭାଗ୍ୟବାନ ଲୋକ। ଏଇଥିପାଇଁ ଗୁରୁଜୀ ମାନସ ଦାସଙ୍କର ଆଶୀର୍ବାଦ ତାଙ୍କ ଉପରେ ଅଛି। ଗୁରୁମାନଙ୍କ ଆଶୀର୍ବାଦରେ ଆଜି ମାନସ ଦାସ ଶେଷ୍ଠ ଗୁରୁଭାବେ ଠିଆ ହୋଇପାରିଚନ୍ତି। ସେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ମାନସ ଦାସ ଭାରତ କ’ଣ ପୃଥିବୀରେ ବିରଳ।  ସଭାରେ ଦିଆଯାଥିବା ଏହି ଭାସଣଟି ପୁରୁଣା ହୋଇଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏଥିରୁ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଗୋଟିକ ପରେ ଗୋଟିଏ ପଲିଟିକାଲ୍ ଲିଙ୍କ୍ ର ଗୁମର ଫିଟୁଥିବା ଜଣାଯାଇଛି।

ସରକାରୀ ଦଳ ବିଜେଡିରେ ମାନସଙ୍କ ଖୁବ ଦବଦବା ଥିବା ନେଇ ସାମ୍ନାକୁ ଆସିଛି ଏକାଧିକ ଭିଡିଓ । ଦଳର ବରିଷ୍ଠ ନେତା, ଏପରିକି ସାଂସଦ ଓ ବିଧାୟକ ମଧ୍ୟ ମାନସଙ୍କୁ ପାଦଛୁଇଁ ପ୍ରଣାମ କରୁଥିଲେ ଓ ସାଧାରଣ ସଭାରେ ଭୁରୀ ଭୁରୀ ପ୍ରଶଂସା ବି କରୁଥିଲେ । ଖାଲି ପାଟ୍ଟଶାଣୀ କିମ୍ବା ପ୍ରୀୟଦର୍ଶୀ ନୁହଁନ୍ତି ପୂର୍ବତନ ବିଧାୟକ ତଥା ଏବେକା ସାଂସଦ ପ୍ରଶାନ୍ତ ନନ୍ଦ, ସୁଶାନ୍ତ ରାଉତ ବି ମାନସଙ୍କ ଅନୁଗାମୀ ବୋଲି ଚିତ୍ରରୁ ଆସୁଛି।  ଦୁଇ ଦିନ ତଳେ ମାନବବାଦ ସଂଗଠନର କିଛି ଲୋକେ ଖୋର୍ଦ୍ଧା ବୋଲଗଡ଼ର କଡ଼ବ ଗାଁରେ ବାପା, ପୁଅଙ୍କୁ ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ ପରେ କଥାକଥିତ ଗୁରୁଜୀ ମାନସ ଦାସ ବିବାଦୀୟ ହୋଇପଡ଼ିଥିବା ବେଳେ ତାଙ୍କ କାରନାମା ଓ ପଲିଟିକାଲ ଲିଙ୍କ୍ ଏବେ ଧିରେ ଧିରେ ସାମ୍ନାକୁ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story