ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଠନ କଲା ବିଜେଡି

ଭୁବନେଶ୍ୱର: ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଠନ କରିଛି ବିଜେଡି। ଏହାର ସଭାପତି ହୋଇଛନ୍ତି ରାଜେନ୍ଦ୍ର ପ୍ରସାଦ ସିଂ। ବିଧାୟକ ପ୍ରଫୁଲ୍ଲ ସାମଲ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଏବଂ ସୁବାସ ସିଂହ ମହାସଚିବ ହୋଇଛନ୍ତି। ସାମ୍ମୁଖ୍ୟରେ ୧୦ ଜଣ ଉପସଭାପତି, ୨୧ ଜଣ ସଚିବ, ୫ ଜଣ ଉପଦେଷ୍ଟା, ଜଣେ କୋଷାଧ୍ୟକ୍ଷ ରହିଛନ୍ତି। ଶ୍ରମିକଙ୍କ କଲ୍ୟାଣ ଦିଗରେ ବିଜୁ ଶ୍ରମିକ ସାମ୍ମୁଖ୍ୟ କାମ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

11bjd-office

Rakesh Mallick
  • Published: Friday, 28 April 2017
  • , Updated: 28 April 2017, 06:07 PM IST

ଭୁବନେଶ୍ୱର: ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଠନ କରିଛି ବିଜେଡି। ଏହାର ସଭାପତି ହୋଇଛନ୍ତି ରାଜେନ୍ଦ୍ର ପ୍ରସାଦ ସିଂ। ବିଧାୟକ ପ୍ରଫୁଲ୍ଲ ସାମଲ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଏବଂ ସୁବାସ ସିଂହ ମହାସଚିବ ହୋଇଛନ୍ତି।

ସାମ୍ମୁଖ୍ୟରେ ୧୦ ଜଣ ଉପସଭାପତି, ୨୧ ଜଣ ସଚିବ, ୫ ଜଣ ଉପଦେଷ୍ଟା, ଜଣେ କୋଷାଧ୍ୟକ୍ଷ ରହିଛନ୍ତି।

ଶ୍ରମିକଙ୍କ କଲ୍ୟାଣ ଦିଗରେ ବିଜୁ ଶ୍ରମିକ ସାମ୍ମୁଖ୍ୟ କାମ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Related story