ଭୋଟ୍‌ ପାଇଁ ଶାଢ଼ି ବାଣ୍ଟୁଛନ୍ତି ବିଜେଡି ବିଧାୟକ

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାରେ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦଳୀୟ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ଅଞ୍ଚଳରେ ଶାଢି ବାଣ୍ଟୁଥିବା କଂଗ୍ରେସ ଅଭିଯୋଗ କରିଛି। ଦଳ ଅଭିଯୋଗ କରିଛି, ଗ୍ୟାସ୍‌ ସିଲିଣ୍ଡର ବିତରଣ ଗାଡ଼ିରେ ଶାଢ଼ି ବୋଝେଇ ହୋଇ ଯାଉଛି। ଖାଲି ସେତିକି ନୁହେଁ, ଗାଡ଼ିର ନମ୍ବର ବି ବଦଳାଇ ଦିଆଯାଉଛି। ଏହାର ପ୍ରମାଣ ସ୍ୱରୂପ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କିଛି ଫଟୋ ମଧ୍ୟ ଦେଖାଇଛି। ନବରଙ୍ଗପୁର […]

mla

mla

Jitendra Garnayak
  • Published: Wednesday, 13 March 2019
  • Updated: 13 March 2019, 09:47 AM IST

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାରେ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦଳୀୟ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ଅଞ୍ଚଳରେ ଶାଢି ବାଣ୍ଟୁଥିବା କଂଗ୍ରେସ ଅଭିଯୋଗ କରିଛି।

ଦଳ ଅଭିଯୋଗ କରିଛି, ଗ୍ୟାସ୍‌ ସିଲିଣ୍ଡର ବିତରଣ ଗାଡ଼ିରେ ଶାଢ଼ି ବୋଝେଇ ହୋଇ ଯାଉଛି। ଖାଲି ସେତିକି ନୁହେଁ, ଗାଡ଼ିର ନମ୍ବର ବି ବଦଳାଇ ଦିଆଯାଉଛି।

ଏହାର ପ୍ରମାଣ ସ୍ୱରୂପ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କିଛି ଫଟୋ ମଧ୍ୟ ଦେଖାଇଛି।

[caption id="attachment_351930" align="aligncenter" width="748"]89 ଏହି ଗାଡ଼ିରେ ଯାଉଛି ଶାଢ଼ି। [/caption]

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି,“ ଜିଲ୍ଲାରେ ବିଜେଡି ଆଚରଣ ବିଧି ଉଲ୍ଲଂଘନ କରିଛି। ବିଧାୟକ ମନୋହର ରନ୍ଧାରୀ ତାଙ୍କ ଗ୍ୟାସ୍ ଏଜେନ୍ସି ଗାଡ଼ିରେ ବସ୍ତାବସ୍ତା ଲୁଗାପଟା ଡାବୁଗାଁରେ ରଖିଛନ୍ତି। ଏହାର ସମସ୍ତ ତଥ୍ୟ ମୋବାଇଲ୍‌ରେ ଅଛି।”

କଂଗ୍ରେସର ଅଭିଯୋଗ ପ୍ରସଙ୍ଗରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ ସରକାରୀ ବିଜ୍ଞାପନ ଲାଗିଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story