ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ ଅଧିକାରୀଙ୍କ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଟିସ୍ କରିଛନ୍ତି। ଏପ୍ରିଲ ୨୨ରେ ଫେସବୁକ୍‌ରେ ଦେବାଶିଷ ପୋଷ୍ଟ କରିଥିବା ଏକ ବାର୍ତ୍ତାକୁ ନେଇ ଏହି ନୋଟିସ୍ ହୋଇଛି। ବ୍ୟାନ ସମୟରେ ଏହି ବାର୍ତ୍ତା ଭୋଟରଙ୍କୁ ପ୍ରଭାବିତ କରିବା ସହ ଆପଣଙ୍କୁ ଅହେତୁକ ଫାଇଦା ପହଞ୍ଚାଇବା ସମ୍ଭାବନା ଥିବାରୁ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ପ୍ରତୀୟମାନ ହେଉଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ୪୮ ଘଣ୍ଟା ଭିତରେ ଜବାବ ଦେବାକୁ […]

Debashish-Samantray

Debashish-Samantray

Jyoshna Pradhan
  • Published: Tuesday, 23 April 2019
  • Updated: 23 April 2019, 03:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଟିସ୍ କରିଛନ୍ତି। ଏପ୍ରିଲ ୨୨ରେ ଫେସବୁକ୍‌ରେ ଦେବାଶିଷ ପୋଷ୍ଟ କରିଥିବା ଏକ ବାର୍ତ୍ତାକୁ ନେଇ ଏହି ନୋଟିସ୍ ହୋଇଛି।

ବ୍ୟାନ ସମୟରେ ଏହି ବାର୍ତ୍ତା ଭୋଟରଙ୍କୁ ପ୍ରଭାବିତ କରିବା ସହ ଆପଣଙ୍କୁ ଅହେତୁକ ଫାଇଦା ପହଞ୍ଚାଇବା ସମ୍ଭାବନା ଥିବାରୁ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ପ୍ରତୀୟମାନ ହେଉଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ୪୮ ଘଣ୍ଟା ଭିତରେ ଜବାବ ଦେବାକୁ ଦେବାଶିଷଙ୍କୁ ନର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos