ଚାକିରି ପାଇଁ ବିଜ୍ଞପ୍ତି ଦେଲେ ବିଜେଡି ସାଂସଦ, କିନ୍ତୁ ଭରସା ଦେଇ ପାରୁ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ କାମଧନ୍ଦା ହରାଇ ପ୍ରବାସୀ ଶ୍ରମିକମାନେ ହାତବାନ୍ଧ ବସିଥିବା ବେଳେ ଜୀବନ-ଜୀବିକା ବିପନ୍ନ ହୋଇପଡ଼ିଛି। ତାଲା ବନ୍ଦ ଯୋଗୁ ଶିଳ୍ପ ସଂସ୍ଥାଗୁଡ଼ିକରେ ଏବେ ବି ତାଲା ଝୁଲୁଥିବା ବେଳେ ଶ୍ରମିକଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ତେବେ ସେମାନଙ୍କୁ କାମଧନ୍ଦା ଯୋଗାଇବା ପାଇଁ ସରକାରୀ ସ୍ତରରେ ସେମିତି କିଛି ସହାୟତା ମିଳୁ ନଥିବା ବେଳେ ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ପ୍ରୟାସ କରିଛନ୍ତି। ଏନେଇ ଅମର ତାଙ୍କ ଟ୍ୱିଟର ପେଜ୍‌ରେ ଏକ ବିଜ୍ଞାପନ […]

790-4

790-4

Tapas Behera
  • Published: Tuesday, 04 August 2020
  • Updated: 04 August 2020, 05:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ କାମଧନ୍ଦା ହରାଇ ପ୍ରବାସୀ ଶ୍ରମିକମାନେ ହାତବାନ୍ଧ ବସିଥିବା ବେଳେ ଜୀବନ-ଜୀବିକା ବିପନ୍ନ ହୋଇପଡ଼ିଛି। ତାଲା ବନ୍ଦ ଯୋଗୁ ଶିଳ୍ପ ସଂସ୍ଥାଗୁଡ଼ିକରେ ଏବେ ବି ତାଲା ଝୁଲୁଥିବା ବେଳେ ଶ୍ରମିକଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ତେବେ ସେମାନଙ୍କୁ କାମଧନ୍ଦା ଯୋଗାଇବା ପାଇଁ ସରକାରୀ ସ୍ତରରେ ସେମିତି କିଛି ସହାୟତା ମିଳୁ ନଥିବା ବେଳେ ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ପ୍ରୟାସ କରିଛନ୍ତି। ଏନେଇ ଅମର ତାଙ୍କ ଟ୍ୱିଟର ପେଜ୍‌ରେ ଏକ ବିଜ୍ଞାପନ ପୋଷ୍ଟ କରିଛନ୍ତି। ଏହାର ନାମ ରହିଛି ଅମର ଫର୍‌ ଓଡ଼ିଶା। ଚାକିରି ଅନ୍ୱେଶଣରେ ଥିବା ପ୍ରବାସୀମାନେ Amar 4 odishaକୁ ମେଲ କରିପାରିବେ ବୋଲି ଉଲ୍ଲେଖ ରହିଛି। ଆବେଦନକାରୀଙ୍କ ଜନ୍ମ, ନାମ, ଗାଁ ଏମିତି ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ଅମର ଦର୍ଶାଇଛନ୍ତି ଯେ,

ଯେଉଁ ପ୍ରବାସୀ ଶ୍ରମିକମାନେ ଚାକିରୀ ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମୁଁ ଏକ ଅଭିଯାନ ଆରମ୍ଭ କରିଛି। ହେଲେ ସବୁଠୁ ବଡ଼ କଥା ଏଠି ଉଲ୍ଲେଖ ରହିଛି ଯେ, ମୁଁ କଥା ଦେଇପାରୁନି, କିନ୍ତୁ ନିଶ୍ଚିତ ଚେଷ୍ଟା କରିବି । ଏହାକୁ ନେଇ ତାଙ୍କର ଅନେକ ଫଲୋଅର ରି-ଟ୍ୱିଟ୍‌ କରିଛନ୍ତି।

https://twitter.com/Amar4Odisha/status/1288426570995007488?s=20

‘ଶିକ୍ଷିତ ଦାଦନ’ ନାମଧାରୀ ଜଣେ ଟ୍ୱିଟର ଆକାଉଣ୍ଟ ହୋଲଡରଧାରୀ ଲେଖିଛନ୍ତି ଯେ, ଉତ୍ତର ପ୍ରଦେଶ ସରକାର ଏପ୍ରିଲ ସୁଦ୍ଧା ୫ ଲକ୍ଷ୍ୟ ଲୋକଙ୍କ ନିଯୁକ୍ତି ନିଜ ରାଜ୍ୟରେ କଲେଣି। ଓଡିଶା ସେପରି କରୁନି? ଓଡିଶା ସରକାର ଙ୍କ କଣ ଓଡ଼ିଆ ଲୋକଙ୍କ ଚିନ୍ତା ନାହିଁ? କଣ ବାହାର ରାଜ୍ୟକୁ ବାଧ୍ୟ ହୋଇ ଯିବେ?

ତାପସ ରାଉତ ଲେଖିଛନ୍ତି ଯେ, ଆପଣ ଚାକିରିଆ ଥିଲେ , ସବୁ ଜାଣିଛନ୍ତି ,ଏଇ ଅଳ୍ପଦିନ ହେଲା ରାଜନୀତିକୁ ଆସିଛନ୍ତି । ଭୂଲଭାଲ କଥା କୁହନ୍ତୁ ନାହିଁ , ଯଦି ପାରିବେ " ହଁ " କୁହନ୍ତୁ , ନହେଲେ " ନାହିଁ" । ଚେଷ୍ଠା କରିବି ଭଳି କଥା ଶୁଣି ଶୁଣି କାନା ବଧିରା ହୋଇଗଲାଣି । ଆପଣବି ସେହି " ଗୋଷ୍ଠି ରେ ସାମିଲ ହୋଇଗଲେ ?

ଗୋପବନ୍ଧୁ ସାହୁ ଲେଖିଛନ୍ତି ଯେ, Sir ମୁଁ ଗୋଟେ ପ୍ରବାସୀ ଦାଦନ ଶ୍ରମିକ , ଦିର୍ଘ୧୦  ବର୍ଷ ହେଲା ବାହର ରାଜ୍ୟରେ ଦାଦନ ଖଟେ ,ମୋ ପାଇଁ କାମ ଦରକାର । ଯେ କୌଣସି ରାଜ୍ୟକୁ ପଠେଇଲେ ମୁଁ ଦାଦନ ଯିବାକୁ ରାଜି।  Education-mechanical engineer।

ପ୍ରମୋଦ ସ୍ୱାଇଁ ଲେଖିଛନ୍ତି ଯେ, ମୋ ହୃଦୟରୁ ଆପଣଙ୍କୁ ସଲାମ , ଆପଣ ସାରେ ଏ ଭଳି ପ୍ରୟାସ କରୁଥିବାରୁ । କିନ୍ତୁ ମୁଁ ନିଜେ କିଛି କରିବାକୁ ଚେଷ୍ଟା କରୁଛି । ମୁଁ ଚାଷୀ ଘର ପିଲା ପାଠ ପଢିଲେ ମଧ୍ୟ୍ୟ ଚାଷକୁ ଆଦରେଇ ନେବାକୁ ଭାବୁଛି । କିନ୍ତୁ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ସମ୍ମାନ ମିଳୁ ନାହିଁ । ମାନସିଂ ନାମଧାରୀ ଜଣେ ଟ୍ୱିଟର ଆକାଣ୍ଟଧାରୀ ଲେଖିଛନ୍ତି ଯେ, ଯଦି ସୋନୁ ସୁଦ କଥା ଦେଇ କଥା ରଖି ପାରୁଛନ୍ତି ତାହେଲେ ଆପଣ ତ ଜଣେ ନେତା । ଆପଣ କାହିଁକି ଚେଷ୍ଟା କରିବେ... Technical ଉତ୍ତର ଆଉ ଦିଅନ୍ତୁ ନି ସାରେ ସବୁ ଏ ରାଜନୀତି ର କରାମତି।

ଦୁଷ୍ମନ୍ତ କୁମାର ଦଳାଇ ଲେଖିଛନ୍ତି ଯେ, ଲେବର ମାନଙ୍କର ଆଗରୁ ଠିକାଦାର ଥିଲେ । ଏବେ ଖୋଦ ସରକାରୀ ଦଳ ଏ ଠିକାଦାରୀ ନେବାକୁ ଆଗକୁ ଆସିଛନ୍ତି । ଭୋଟ ଠିକ ଜାଗାରେ ଦେଇଛନ୍ତି। ଚନ୍ଦ୍ରଶେଖର ନନ୍ଦ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, ଓଡିଶାରେ ରୋଯଗାର ଯୋଗାଇବାକୁ କଣ ଓଡିଶା ସରକାର କଣ ଚାହୁଁ ନାହାନ୍ତି? ନା ଓଡିଶାରେ ଭିତ୍ତିଭୂମିର ଅଭାବ ଅଛି?

ଅଭିଳାସ ଧଳ ଲେଖିଛନ୍ତି ଯେ, ଓଡିଶା ରେ ଚାକିରି ଦିଅ ଆଉ ବାହାରକୁ କେହି ଯିବେନି। ବହୁତ୍ ବାହାରକୁ ଯିବା ହେଇଗଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story