ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେନି ସାଂସଦ ତଥାଗତ ସତପଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବିଜେଡିର ଲୋକସଭା ସାଂସଦ ତଥାଗତ ସତପଥୀ। ତାଙ୍କ ନିକଟତମ ସୂତ୍ରରୁ ଏହି ସୂଚନା ମିଳିଛି। ଗତକାଲି ଅନୁଗୋଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମଧ୍ୟ ସେ ଏଭଳି ସଙ୍କେତ ଦେଇଥିଲେ ବୋଲି ସୂଚନା ମିଳିଛି। ଏନେଇ ‘ଓଟିଭି’ରେ ଖବର ପ୍ରସାରଣ ହେବା ପରେ ତଥାଗତ ସତପଥୀ ଏ ଖବରକୁ ସ୍ପଷ୍ଟ କରିଛନ୍ତି। ‘ଓଟିଭି’ ସହିତ କଥାବାର୍ତ୍ତା ହେବା ବେଳେ ସେ କହିଛନ୍ତି, ପୁଅ ଓ […]

tathagat123

tathagat123

Jitendra Garnayak
  • Published: Tuesday, 05 March 2019
  • Updated: 05 March 2019, 12:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବିଜେଡିର ଲୋକସଭା ସାଂସଦ ତଥାଗତ ସତପଥୀ। ତାଙ୍କ ନିକଟତମ ସୂତ୍ରରୁ ଏହି ସୂଚନା ମିଳିଛି। ଗତକାଲି ଅନୁଗୋଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମଧ୍ୟ ସେ ଏଭଳି ସଙ୍କେତ ଦେଇଥିଲେ ବୋଲି ସୂଚନା ମିଳିଛି।

ଏନେଇ ‘ଓଟିଭି’ରେ ଖବର ପ୍ରସାରଣ ହେବା ପରେ ତଥାଗତ ସତପଥୀ ଏ ଖବରକୁ ସ୍ପଷ୍ଟ କରିଛନ୍ତି। ‘ଓଟିଭି’ ସହିତ କଥାବାର୍ତ୍ତା ହେବା ବେଳେ ସେ କହିଛନ୍ତି, ପୁଅ ଓ ସାମ୍ବାଦିକତା ପାଇଁ ରାଜନୀତି ଛାଡ଼ୁଛି। ମୋ ଟିକେଟ କାଟିବାକୁ କାହାର ଦମ୍ ନାହିଁ। ମୋର ଗୋଟିଏ ଚାପ। ତାହା ହେଉଛି- ପୁଅ ଚାପ। ପୁଅ କହିଲା ନିର୍ବାଚନ ଲଢ଼ନି, ସାମ୍ବାଦିକତା କର ଓ ଘରେ ରୁହ। ଏନେଇ ମୁଁ ପ୍ରାୟ ୩ ମାସ ହେଲାଣି ବୁଲି ବୁଲି ସମସ୍ତଙ୍କୁ କହିଛି। ମୁଁ ମନ ଖୁସିରେ ଏକଥା କହୁଛି, ଦୁଃଖରେ କହୁନି।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକଙ୍କର ଅଭାବ ରହିଛି। ସମସ୍ତେ ମୁଣ୍ଡ ବିକି ଦେଇଛନ୍ତି। ମୁଁ ନିରପେକ୍ଷ ସାମ୍ବାଦିକତା ଦିଗରେ ଚେଷ୍ଟା କରିବି।

ତଥାଗତ କହିଛନ୍ତି, ନିର୍ବାଚନ ସରିବାର ୩/୪ ମାସ ପରେ ଢେଙ୍କାନାଳ ବୁଲିବି। ମୁଁ କୌଣସି ପାର୍ଟିରେ ମିଶିବିନି। ନବୀନଙ୍କ ପ୍ରତି ମୋର ସମ୍ମାନ ଅଛି। କେବଳ ସାମ୍ବାଦିକତା ଉପରେ ଫୋକସ୍‌ କରିବା ପାଇଁ ଖୁସିରେ ରାଜନୀତି ଛାଡ଼ୁଛି।

ସୂଚନାଯୋଗ୍ୟ, ତଥାଗତ ଶତପଥୀ ଏବେ ଢେଙ୍କାନାଳ ଲୋକସଭା ଆସନରୁ ସାଂସଦ ଅଛନ୍ତି। ୨୦୦୪ରୁ ଲଗାତାର ଭାବେ ସେ ତିନି ଥର ଏହି ଆସନରୁ ଜିତି ଲୋକସଭାକୁ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story