ଦିନକ ପରେ ବାହା ହୋଇଥାଆନ୍ତେ, ମାର୍କେଟିଂ ପାଇଁ ଆସିଥିବା ବେଳେ ବିଜେଡି ନେତାଙ୍କୁ ନିର୍ମମ ହତ୍ୟା

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଆଜି ଥିଲା ବଡ଼ ଭାଇଙ୍କ ବାହାଘର। ଦିନକ ପରେ ନିଜେ ବାହା ହୋଇଥାଆନ୍ତେ। ଏଥିପାଇଁ ଆଜି ମାର୍କେଟିଂ କରିବାକୁ ଯାଇଥିଲେ। ମାତ୍ର ଘରକୁ ଫେରିପାରିଲେ ନାହିଁ। ବିଚ୍‌ ରାସ୍ତାରେ ୪ ଜଣ ଆସି ଅନ୍ଧାଧୁନ ଗୁଳି କରି ଚାଲି ଗଲେ। ଗୁରୁତର ଆହତ ହୋଇ ମେଡ଼ିକାଲରେ ଆଖି ବୁଜିଲେ ବିଜେଡି ଯୁବ ନେତା। ଆଜି ଏପରି ନିର୍ମମ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଛି। ଗାଙ୍ଗପୁର ଗାଁର ସନିଆ ବିଷୋୟୀ। […]

Bjd

Bjd

Rakesh Mallick
  • Published: Friday, 04 May 2018
  • Updated: 04 May 2018, 06:54 PM IST

Sports

Latest News

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଆଜି ଥିଲା ବଡ଼ ଭାଇଙ୍କ ବାହାଘର। ଦିନକ ପରେ ନିଜେ ବାହା ହୋଇଥାଆନ୍ତେ। ଏଥିପାଇଁ ଆଜି ମାର୍କେଟିଂ କରିବାକୁ ଯାଇଥିଲେ। ମାତ୍ର ଘରକୁ ଫେରିପାରିଲେ ନାହିଁ। ବିଚ୍‌ ରାସ୍ତାରେ ୪ ଜଣ ଆସି ଅନ୍ଧାଧୁନ ଗୁଳି କରି ଚାଲି ଗଲେ। ଗୁରୁତର ଆହତ ହୋଇ ମେଡ଼ିକାଲରେ ଆଖି ବୁଜିଲେ ବିଜେଡି ଯୁବ ନେତା। ଆଜି ଏପରି ନିର୍ମମ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଛି।

ଗାଙ୍ଗପୁର ଗାଁର ସନିଆ ବିଷୋୟୀ। ୬ ତାରିଖରେ ପୁରୀରେ ବାହା ହୋଇଥାଆନ୍ତେ। ଆଜି ଥିଲା ତାଙ୍କ ବଡ଼ ଭାଇଙ୍କ ବାହାଘର। ଘରେ ଲାଗିଥିଲା ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଗହଳି। ଭାଇ ବାହାଘର ପାଇଁ ଆବଶ୍ୟକ ହେଉଥିବା କିଛି ଜିନିଷ ଆଣିବା ପାଇଁ ସନିଆ ବାଇକ୍‌ରେ ବଡ଼ଗଡ଼କୁ ଆସିଥିଲେ। ଏହି ସମୟରେ ଛକ ଉପରେ ୪ ଜଣ ଯୁବକ ଦୁଇଟି ବାଇକରେ ଆସିଲେ ଓ ତାଙ୍କ ଉପରକୁ ଅତି ପାଖରୁ ଗୁଳି ଚଳାଇଥିଲେ। ପରେ ଭୁଜାଲିରେ ଅତି ବୀଭତ୍ସ ଭାବେ ସନିଆଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଶେରଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ତାଙ୍କୁ କେଉଁ କାରଣରୁ ହତ୍ୟା କରାଯାଇଛି, ତାହା ଜଣାପଡ଼ିନାହିଁ। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story