ଫେବୃୟାରୀ ୨୬ ସୁଦ୍ଧା ସରିବ ବିଜେଡିର ୫ଟି ପର୍ଯ୍ୟାୟ ସାଂଗଠନିକ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆସନ୍ତାବର୍ଷ ଫେବୃୟାରୀ ୨୬ତାରିଖ ସୁଦ୍ଧା ଶେଷ ହେବ। ଦଳର ସାଂଗଠନିକ ନିର୍ବାଚନ ୫ଟି ପର୍ଯ୍ୟାୟରେ ଡିସେମ୍ବର ୨୭ରୁ ଫେବୃୟାରୀ ୨୬ପର୍ଯ୍ୟନ୍ତ ଚାଲିବ। ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା […]

bjp-organisation-election-will-complete-february-26

Manoranjan Sial
  • Published: Friday, 20 December 2019
  • Updated: 20 December 2019, 07:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆସନ୍ତାବର୍ଷ ଫେବୃୟାରୀ ୨୬ତାରିଖ ସୁଦ୍ଧା ଶେଷ ହେବ। ଦଳର ସାଂଗଠନିକ ନିର୍ବାଚନ ୫ଟି ପର୍ଯ୍ୟାୟରେ ଡିସେମ୍ବର ୨୭ରୁ ଫେବୃୟାରୀ ୨୬ପର୍ଯ୍ୟନ୍ତ ଚାଲିବ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସମସ୍ତ ବ୍ଲକ ଏବଂ ନଗରାଞ୍ଚଳ ସହାୟକ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆସରିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୨୭ରୁ ଜାନୁୟାରୀ ୧୩ତରିଖ ମଧ୍ୟରେ ହେବ। ଏଥିରେ ପଞ୍ଚାୟତ ସଭାପତି ସମେତ କମିଟି ସଭ୍ୟ ଓ ସହରାଞ୍ଚଳର ୱାର୍ଡ ସଭାପତି ସମେତ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ ୧୪ରୁ ୨୯ତାରିଖ ମଧ୍ୟରେ ହେବ। ଏଥିରେ ବ୍ଲକ୍ ସଭାପତି ଓ ବ୍ଲକ କମିଟି ସଭ୍ୟ, ଏନଏସି ସଭାପତି ସମେତ ଏନଏସି କମିଟି ସଭ୍ୟ, ମ୍ୟୁନିସିପାଲଟି ସଭାପତି ସହିତ ମ୍ୟୁନିସିପାଲଟି କମିଟି ସଭ୍ୟ, ମହାନଗର ନିଗମ ସଭାପତି ସମେତ ଓ ସଭ୍ୟ ପଦ ପାଇଁ ନିର୍ବାଚନ ହେବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ ୩୦ରୁ ଫେବୃୟାରୀ ୧୫ତାରିଖ ମଧ୍ୟରେ ହେବ। ଏଥିରେ ଜିଲ୍ଲା ସଭାପତି ସମେତ ଜିଲ୍ଲା କମିଟି ସଭ୍ୟମାନଙ୍କୁ ଚୟନ କରାଯିବ।
ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ ୧୬ରୁ ୧୮ତାରିଖ ମଧ୍ୟରେ ହେବ। ଏଥିରେ ରାଜ୍ୟ ପରିଷଦ ସଭ୍ୟ ପଦ ପାଇଁ ନିର୍ବାଚନ ହେବ। ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ ୨୩ରୁ ୨୬ତାରିଖ ମଧ୍ୟରେ ହେବ। ଏଥିରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story