ଗୋଟିଏ ତୀରରେ ବିଜେଡିର ଦୁଇ ଶିକାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କାର୍ଯ୍ୟକ୍ରମ ଆଳରେ ଦଳୀୟ ପ୍ରଚାର କରିବାକୁ ଯୋଜନା କରାଯାଉଛି। ମାର୍ଚ୍ଚ ୫ ତାରିଖ ଓଡ଼ିଶାରେ ପଡ଼ୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସକୁ ବଡ଼ ଆକାରରେ ପାଳନ କରାଯିବ। ଉଭୟ ଗାଁ ଓ ସହରୀ ଭୋଟରଙ୍କ ମନ ଛୁଇଁବା ପାଇଁ ବିଜେଡି କରିଛି ମାଷ୍ଟର ପ୍ଲାନ୍‌। ବିଜୁ ଜୟନ୍ତୀରେ ଏଥର ଗ୍ରାମାଞ୍ଚଳରେ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଓ ସହରରେ ଜାଗା ମିଶନ ମାଧ୍ୟମରେ ଭୂମି ଅଧିକାର ଯୋଗ୍ୟତା […]

bjd

bjd

Manoranjan Sial
  • Published: Tuesday, 03 March 2020
  • Updated: 03 March 2020, 07:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କାର୍ଯ୍ୟକ୍ରମ ଆଳରେ ଦଳୀୟ ପ୍ରଚାର କରିବାକୁ ଯୋଜନା କରାଯାଉଛି। ମାର୍ଚ୍ଚ ୫ ତାରିଖ ଓଡ଼ିଶାରେ ପଡ଼ୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସକୁ ବଡ଼ ଆକାରରେ ପାଳନ କରାଯିବ। ଉଭୟ ଗାଁ ଓ ସହରୀ ଭୋଟରଙ୍କ ମନ ଛୁଇଁବା ପାଇଁ ବିଜେଡି କରିଛି ମାଷ୍ଟର ପ୍ଲାନ୍‌। ବିଜୁ ଜୟନ୍ତୀରେ ଏଥର ଗ୍ରାମାଞ୍ଚଳରେ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଓ ସହରରେ ଜାଗା ମିଶନ ମାଧ୍ୟମରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବଣ୍ଟାଯିବ। ଦୁଇ ସପ୍ତାହ ଧରି ଚାଲିବ ଏହି କାର୍ଯ୍ୟକ୍ରମ। ଆଗାମୀ ୩ ବର୍ଷରେ ପ୍ରାୟ ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଘର ଦେବା ପାଇଁ ପଞ୍ଚାୟତଓ୍ୱାରୀ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଉଥିବାରୁ ଦୁର୍ନୀତିର ଅଭିଯୋଗ ଉଠାଇଛନ୍ତି ବିରୋଧୀ।

ସେପଟେ ବିଜୁ ଜୟନ୍ତୀକୁ ଧୁମ୍‌ଧାମରେ ପାଳନ ପାଇଁ କଟକ ବାଲିଯାତ୍ରା ପଡ଼ିଆରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମାର୍ଚ୍ଚ ୫ରୁ ୨୦ଯାଏଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ଉତ୍ସବ ପାଳନ କରାଯିବ। ଏହି ଅବସରରେ 5T, ମୋ ସରକାର, ପଛୁଆ ବର୍ଗଙ୍କୁ ଗୁରୁତ୍ୱ, ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇ ଦଳ ସପକ୍ଷରେ ମାହୋଲ ବନାଇବାକୁ ଯୋଜନା କରାଯାଇଛି।

ତେବେ ଆଗକୁ ପୌର, ତାପରେ ରହିଛି ପଞ୍ଚାୟତ ନିର୍ବାଚନ। ତେଣୁ ଉଭୟ ସହରୀ ଓ ଗାଁ ଭୋର୍ଟରଙ୍କୁ ପ୍ରଭାବିତ କରିବା ପାଇଁ ଏବେଠୁ ବିଜେଡି ଗୋଟି ଚାଳନା କରିଥିବା କୁହଯାଉଛି। ବିଜୁ ଜୟନ୍ତୀର ଆୟୋଜନ ପଛରେ ବି ସେଇ ଉଦ୍ଦେଶ୍ୟ ଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story