ବିଜେପୁରରେ ୨ଦିନ ପ୍ରଚାର କରିବେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଚଳିତମାସ ୧୯ତାରିଖ ସନ୍ଧ୍ୟାରେ ଶେଷ ହେଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ଦୁଇଦିନ ଧରି ପ୍ରଚାର କରିବା ନିମନ୍ତେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ନବୀନ ସେଠାରେ ରାତି ବିତାଇବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୧୬ତାରିଖରେ ନିଜର ୭୪ତମ ଜନ୍ମଦିନ ପାଳନ କରିବା ପରେ ନବୀନ ୧୭ରେ […]

naveen

naveen

Manoranjan Sial
  • Published: Wednesday, 09 October 2019
  • Updated: 09 October 2019, 06:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଚଳିତମାସ ୧୯ତାରିଖ ସନ୍ଧ୍ୟାରେ ଶେଷ ହେଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ଦୁଇଦିନ ଧରି ପ୍ରଚାର କରିବା ନିମନ୍ତେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ନବୀନ ସେଠାରେ ରାତି ବିତାଇବାର କାର୍ଯ୍ୟକ୍ରମ ରହିଛି।

ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୧୬ତାରିଖରେ ନିଜର ୭୪ତମ ଜନ୍ମଦିନ ପାଳନ କରିବା ପରେ ନବୀନ ୧୭ରେ ସ୍ୱତନ୍ତ୍ର ବିମାନ ଯୋଗେ ବିଜେପୁର ଯିବେ। ବିଜେପୁର ନିର୍ବାଚନମଣ୍ଡଳୀର ବରପାଲିଠାରେ ପହଞ୍ଚି ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସନ୍ଧ୍ୟାରେ ବରପାଲି ଓ ବିଜେପୁରରେ ମଧ୍ୟ ରୋଡ୍ ଶୋ’ରେ ସାମିଲ ହେବେ। ୧୭ତାରିଖ ରାତିରେ ବରପାଲି ସର୍କିଟ ହାଉସରେ ରାତି ବିତାଇବେ। ୧୮ତାରିଖ ସକାଳୁ ଗାଇସିଲେଟ୍ ବ୍ଲକରେ ସାଧାରଣ ସଭା ଓ ପ୍ରଚାର କାର୍ଯ୍ୟ ସାରି ଅପରାହ୍ନରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ୨୦୧୮ରେ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର କରିବାକୁ ଯାଇ ନବୀନ ସେଠାରେ ରାତି ବିତାଇଥିଲେ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ ନବୀନ ବିଜେପୁରରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରାୟ ୫୭ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ନବୀନ ନିଜର ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନ ନିଜ ପାଖରେ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ। ନବୀନଙ୍କ ଇସ୍ତଫା ଯୋଗୁ ସେଠାରେ ଉପନିର୍ବାଚନ ହେଉଛି।
ବିଜେପୁରରେ କଂଗ୍ରେସର ଦୁର୍ବଳ ସାଂଗଠନିକ ସ୍ଥିତି ଓ ବିଜେପି ଉପରଠାଉଣିଆ ଭାବେ ନିର୍ବାଚନ ଲଢ଼ୁଥିବାରୁୁ ବିଜେଡି ପ୍ରାର୍ଥୀ ସେଠାରେ ସହଜ ବିଜୟ ଲାଭ କରିବେ ବୋଲି ଚର୍ଚ୍ଚା ହେଉଛି। ବିଜେଡି ନିଜର ୭-୮ଜଣ ମନ୍ତ୍ରୀ ଓ ପ୍ରାୟ ୫୦ଜଣ ବିଧାୟକ ଓ ନେତାଙ୍କୁ ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ମୁତୟନ କରିଛି । ବିଜେଡି ବିଧାୟକମାନେ ଏବେ ପଞ୍ଚାୟତ ଦାୟିତ୍ୱରେ ରହି ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବାରେ ଲାଗିପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story