ବିଜେପିର ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଲେ ରାଜ୍ୟପାଳ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟପାଳ ଡକ୍ଟର ଏସ.ସି. ଜମିର ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରୁଥିବା ନେଇ ସେଠାକାର ବିଜେପି &zwnj;ଆଣିଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟପାଳ। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ରାଜ୍ୟପାଳ ଏଭଳି ଅଭିଯୋଗକୁ ଶସ୍ତା ଓ ଅପରିପକ୍ୱ ବୋଲି କହିଛନ୍ତି। ଏହାସହ ଘଟଣାର ପ୍ରକୃତ ସତ୍ୟ ଅନୁସନ୍ଧାନ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି।</p> <p>ଛୁଟିରେ ଯାଇ ଓଡ଼ିଶା ରାଜ୍ୟପାଳ ନାଗାଲାଣ୍ଡରରେ ନାଗା ପିପୁଲ୍ସ ଫ୍ରଣ୍ଟ ବା NPF ପାଇଁ ବିଧାନସଭା ନିର୍ବାଚନ ପ୍ରଚାର କରୁଥିବା ନେଇ ନାଗାଲାଣ୍ଡ ବିଜେପି ସେଠାକାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲା। ଓଡ଼ିଶା ରାଜ୍ୟପାଳ ଏବେ ନାଗାଲାଣ୍ଡର ମୋକକଚୁଙ୍ଗ ସହରସ୍ଥିତ ନିଜ ଘରେ ଅଛନ୍ତି।</p>

Ordigital Desk
  • Published: Saturday, 17 February 2018
  • Updated: 17 February 2018, 05:13 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟପାଳ ଡକ୍ଟର ଏସ.ସି. ଜମିର ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରୁଥିବା ନେଇ ସେଠାକାର ବିଜେପି &zwnj;ଆଣିଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟପାଳ। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ରାଜ୍ୟପାଳ ଏଭଳି ଅଭିଯୋଗକୁ ଶସ୍ତା ଓ ଅପରିପକ୍ୱ ବୋଲି କହିଛନ୍ତି। ଏହାସହ ଘଟଣାର ପ୍ରକୃତ ସତ୍ୟ ଅନୁସନ୍ଧାନ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି।</p><p>ଛୁଟିରେ ଯାଇ ଓଡ଼ିଶା ରାଜ୍ୟପାଳ ନାଗାଲାଣ୍ଡରରେ ନାଗା ପିପୁଲ୍ସ ଫ୍ରଣ୍ଟ ବା NPF ପାଇଁ ବିଧାନସଭା ନିର୍ବାଚନ ପ୍ରଚାର କରୁଥିବା ନେଇ ନାଗାଲାଣ୍ଡ ବିଜେପି ସେଠାକାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲା। ଓଡ଼ିଶା ରାଜ୍ୟପାଳ ଏବେ ନାଗାଲାଣ୍ଡର ମୋକକଚୁଙ୍ଗ ସହରସ୍ଥିତ ନିଜ ଘରେ ଅଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos