କାଲି ବିଜେପିର ୧୨ଘଣ୍ଟିଆ କୋରାପୁଟ ବନ୍ଦ ଡାକରା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଆସନ୍ତାକାଲି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବିଜେପି। ଚକଅଖ, ଦୋକାନବଜାର, ସରକାରୀ ଅଫିସ୍  ଓ ସ୍କୁଲ କଲେଜ ବନ୍ଦ ରହିବ ବୋଲି ଆହ୍ୱାନ କରାଯାଇଛି।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏହା କହିଛନ୍ତି।

ସେ କହିଛନ୍ତି,-“ଏହି ବନ୍ଦ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନତାଙ୍କ ସାହାଯ୍ୟ ଲୋଡ଼ୁଛୁ। ବନ୍ଦ ପାଇଁ ସେମାନେ ସହଯୋଗ କରନ୍ତୁ। କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି ରାଜ୍ୟ ସରକାର ଅତ୍ୟାଚାର କରିଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କୁ ଓଡ଼ିଶା ସରକାର ନ୍ୟାୟ ଦେଇ ନ ପାରିବାରୁ ସେ ଆତ୍ମହତ୍ୟା କରିଛନ୍ତି।  କୁନ୍ଦୁଲି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଉ।”

କୁନ୍ଦୁଲି ଘଟଣାର ତୁରନ୍ତ ତଦନ୍ତ ଦରକାର, ତଦନ୍ତରେ ଅବହେଳା ହେଉଛି। ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ କହିବି। ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱରରେ ଏକଥା କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାଓ୍ୱାରଚାନ୍ଦ ଗେହଲ୍ଟ।  ଏକ ବିଭାଗୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗେହଲ୍ଟ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

Ordigital Desk
• Published: Tuesday, 23 January 2018
• Updated: 23 January 2018, 01:58 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଆସନ୍ତାକାଲି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବିଜେପି। ଚକଅଖ, ଦୋକାନବଜାର, ସରକାରୀ ଅଫିସ୍  ଓ ସ୍କୁଲ କଲେଜ ବନ୍ଦ ରହିବ ବୋଲି ଆହ୍ୱାନ କରାଯାଇଛି।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏହା କହିଛନ୍ତି।

ସେ କହିଛନ୍ତି,-“ଏହି ବନ୍ଦ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନତାଙ୍କ ସାହାଯ୍ୟ ଲୋଡ଼ୁଛୁ। ବନ୍ଦ ପାଇଁ ସେମାନେ ସହଯୋଗ କରନ୍ତୁ। କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି ରାଜ୍ୟ ସରକାର ଅତ୍ୟାଚାର କରିଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କୁ ଓଡ଼ିଶା ସରକାର ନ୍ୟାୟ ଦେଇ ନ ପାରିବାରୁ ସେ ଆତ୍ମହତ୍ୟା କରିଛନ୍ତି।  କୁନ୍ଦୁଲି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଉ।”

କୁନ୍ଦୁଲି ଘଟଣାର ତୁରନ୍ତ ତଦନ୍ତ ଦରକାର, ତଦନ୍ତରେ ଅବହେଳା ହେଉଛି। ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ କହିବି। ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱରରେ ଏକଥା କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାଓ୍ୱାରଚାନ୍ଦ ଗେହଲ୍ଟ।  ଏକ ବିଭାଗୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗେହଲ୍ଟ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos