୯ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଭ୍ୟପଦ ରଦ୍ଦ ଦାବି କଲା ବିଜେପି, ନିର୍ବାଚନ କମିଶନଙ୍କୁ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ପରିଷଦ ବିଜେଡି ନିୟନ୍ତ୍ରଣକୁ ଯିବା ନିଶ୍ଚିତ ବୋଲି ଜାଣିବାପରେ ରାଜ୍ୟ ବିଜେପି ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି। ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ୯ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଦସ୍ୟତାକୁ ଦଳବଦଳ ଆଇନ ଅନୁସାରେ ରଦ୍ଦ କରିବା ପାଇଁ ବିଜେପି ଦାବି କରିଛି। ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି […]

bjp-1

bjp-1

Manoranjan Sial
  • Published: Tuesday, 17 December 2019
  • Updated: 17 December 2019, 06:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ପରିଷଦ ବିଜେଡି ନିୟନ୍ତ୍ରଣକୁ ଯିବା ନିଶ୍ଚିତ ବୋଲି ଜାଣିବାପରେ ରାଜ୍ୟ ବିଜେପି ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି। ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ୯ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଦସ୍ୟତାକୁ ଦଳବଦଳ ଆଇନ ଅନୁସାରେ ରଦ୍ଦ କରିବା ପାଇଁ ବିଜେପି ଦାବି କରିଛି।

ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ଛାଡ଼ିଥିବା ୯ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ସଦସ୍ୟତା ରଦ୍ଦ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଶାସକ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିଛି। ଯେଉଁ ଦଳବଦଳ ଆଇନ ବିଜେଡି ସରକାର ଆଣିଥିଲା ସେହି ଆଇନକୁ ଖୋଦ୍ ଉଲ୍ଲଘଂନ କରିଛି। ବିଜେପିର କିଛି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ହୀନ ଚକ୍ରାନ୍ତ କରି ପ୍ରଥମେ ବିଜେଡିରେ ମିଶାଇବା ପରେ ଆଉ କିଛି ସଦସ୍ୟଙ୍କୁ ନେଇ ଗୋଷ୍ଠୀ କରି ନିଜେ ତିଆରି କରିଥିବା ଆଇନକୁ ଖୁଲମଖୁଲା ଉଲ୍ଲଘଂନ କରାଯାଇଛି। ୯ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଦଳୀୟ ଚିହ୍ନରେ ଭୋଟ ପାଇ ନିର୍ବାଚନ ଜିତିଥିଲୋ ଦଳ ବଦଳ ଆଇନ ଅନୁଯାୟୀ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ବେଆଇନ ଭାବେ ଅଗଣତାନ୍ତ୍ରିକ ଉପାୟରେ ଦଳ ଛାଡ଼ିଛନ୍ତି। ଏମାନଙ୍କ ବିରୁଦ୍ଧରେ ଦଳବଦଳ ଆଇନ ଲାଗୁ କରାଯିବା ଉଚିତ। ଶାସକ ବିଜେଡି ଭୟୀଭତ କରାଇ ଜନମତକୁ ପ୍ରଭାବିତ କରିବା ସହ ଜନପ୍ରତିନିଧିଙ୍କୁ ନିଜ ଦଳରେ ସାମିଲ କରାଇବା ପାଇଁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶାସକ ଦଳ ସରକାରୀ କଳ ଲଗାଇ ଜନ ପ୍ରତିନିଧିମାନଙ୍କ ଉପରେ ଚାପ ପକାଇ ବରଗଡ଼ବାସୀଙ୍କୁ ଧୋକ୍କା ଦେଇଛନ୍ତିା ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବିଜେପି କହିଛି।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ, ଇରାସିସ୍ ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story