ଓଡ଼ିଶାରେ କଂଗ୍ରେସ ବାଟରେ ବିଜେପି, ଫାଇଦାରେ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପି ଏବେ ରାଜ୍ୟରେ ନିଜର ସଂଗଠନକୁ ସୁଦୃଢ଼ କରିବା ପରିବର୍ତ୍ତେ କଂଗ୍ରେସ ମାର୍ଗରେ ଚାଲିବା ଆରମ୍ଭ କରିଛି। ଯାହାର ସିଧାସଳଖ ଫାଇଦା ଶାସକ ବିଜେଡିକୁ ମିଳିବାରେ ଲାଗିଛି। ରାଜ୍ୟରେ ଦୀର୍ଘ ଦୁଇଦଶନ୍ଧି ଧରି କ୍ଷମତାସୀନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ରାଜ୍ୟରେ ସୁଚିନ୍ତିତ ଭାବେ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ପଙ୍ଗୁ ଓ […]

bjp-in-odisha-congress-way

bjp-in-odisha-congress-way

Manoranjan Sial
  • Published: Saturday, 11 January 2020
  • Updated: 11 January 2020, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପି ଏବେ ରାଜ୍ୟରେ ନିଜର ସଂଗଠନକୁ ସୁଦୃଢ଼ କରିବା ପରିବର୍ତ୍ତେ କଂଗ୍ରେସ ମାର୍ଗରେ ଚାଲିବା ଆରମ୍ଭ କରିଛି। ଯାହାର ସିଧାସଳଖ ଫାଇଦା ଶାସକ ବିଜେଡିକୁ ମିଳିବାରେ ଲାଗିଛି। ରାଜ୍ୟରେ ଦୀର୍ଘ ଦୁଇଦଶନ୍ଧି ଧରି କ୍ଷମତାସୀନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ରାଜ୍ୟରେ ସୁଚିନ୍ତିତ ଭାବେ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ପଙ୍ଗୁ ଓ ଧରାଶାୟୀ କରିବାର ଗୋଟିଚାଳନା କରୁଛନ୍ତି। ୨୦୦୦ ମସିହାରେ କ୍ଷମତାକୁ ଆସିବା ପରେ କଂଗ୍ରେସ ଜାତୀୟ ନେତୃତ୍ୱଙ୍କୁ ମ୍ୟାନେଜ୍ କରିବାରେ ସକ୍ଷମ ହୋଇଥିବା ଶ୍ରୀ ପଟ୍ଟନାୟକ ଏବେ ଅନୁରୂପ ଗୋଟିଚାଳନା କରି ବିଜେପିର ଜାତୀୟ ନେତୃତ୍ୱଙ୍କୁ ମଧ୍ୟ ମ୍ୟାନେଜ୍ କରୁଥିବା ଜଣାପଡ଼ିଛି। ଯାହାର ଫଳସ୍ୱରୂପ ରାଜ୍ୟରେ ବିଜେପିର ଅବସ୍ଥା ଧୀରେ ଧୀରେ କଂଗ୍ରେସ ଭଳି ହେବାରେ ଲାଗିଛି।

ସୂଚନା ଅନୁସାରେ, ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାରଙ୍କ ମନ୍ତ୍ରୀମାନେ ଏବେ ଓଡ଼ିଶା ଗସ୍ତରେ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାକୁ ଭୁଲୁନାହାନ୍ତି। ଗତକାଲି ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଖୋଲାଖୋଲି ଭାବେ ନବୀନଙ୍କୁ ଦେଶର ଜଣେ ବଡ଼ ନେତା ଓ ଅତ୍ୟନ୍ତ ଭଦ୍ର ବୋଲି କହିବା ସହ ତାଙ୍କ ପ୍ରତି ନିଜର ସମ୍ମାନ ବ୍ୟକ୍ତ କରିଥିଲେ। ଓଡ଼ିଶାରେ ବିରୋଧୀ ଦଳ ଭାବେ ବିଜେପି ଥିବାବେଳେ ରାଜନୀତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି କେନ୍ଦ୍ରମନ୍ତ୍ରୀ ଶ୍ରୀ ସୁପ୍ରିୟୋ ଦେଇଥିବା ଏହି ବୟାନ ବିଜେଡି-ବିଜେପି ମଧ୍ୟରେ ଅଘୋଷିତ ସମ୍ପର୍କକୁ ସୂଚିତ କରୁଛି। ତା’ଛଡ଼ା ଗତ ୫ଦିନ ତଳେ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଅବଦାନ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରାଯାଇଥିଲା। ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରାୟତଃ ଅନ୍ୟ ଅତିଥିମାନଙ୍କ ସହ କ୍ୱଚିତ୍ ଭାବ ବିନିମୟ କରୁଥିବା ଶ୍ରୀ ପଟ୍ଟନାୟକ କିନ୍ତୁ ରାଜ୍ୟରେ ବିଜେପିର ଚେହେରା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ବେଶ୍ ସହଜ ଭାବେ ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ମେ’ମାସରେ ସାମୁଦ୍ରିକ ଝଡ଼ ‘ଫୋନି’ ଆସିବା ପରଠୁ ବିଜେଡି ଓ ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ପର୍କର ନୂଆ ପରିଭାଷା ମଧ୍ୟ ବିଜେପିର ବରିଷ୍ଠ ନେତାଙ୍କ ମୁହଁରେ ନବୀନଙ୍କ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେବା ଉପରେ କଟକଣା ଲଗାଇ ଦେଇଛି।

ରାଜନୀତିକ ବିଶ୍ଲେଙ୍କ ମତରେ, ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ କଂଗ୍ରେସର ଜାତୀୟ ନେତୃତ୍ୱଙ୍କୁ ମ୍ୟାନେଜ୍ କରିବାରେ ନବୀନ ସଫଳ ହୋଇଥିଲେ। ଯେଉଁ କାରଣରୁ ୟୁପିଏ ଶାସନବେଳେ ଦିଲ୍ଲୀରୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ନବୀନଙ୍କ ବିରୁଦ୍ଧରେ ସିଧାସଳଖ କୌଣସି ମନ୍ତବ୍ୟ ଦେଉନଥିଲେ । ଯଦିଓ ଶ୍ରୀ ପଟ୍ଟନାୟକଙ୍କ ସରକାରକୁ ରାଜ୍ୟ ନେତାମାନେ ରାତି ପାହିଲେ କଡ଼ା ସମାଲୋଚନା କରୁଥିଲେ। ସେତେବେଳେ ରାଜ୍ୟ କଂଗ୍ରେସ ନେତାମାନେ ଏଭଳି ଅସହାୟ ହୋଇପଡ଼ିଥିଲେ ଯେ, ଓଡ଼ିଶାରେ ପ୍ରଦେଶ କଂଗ୍ରେସ ସଭାପତି କିଏ ହେବ ତାହା କୁଆଡ଼େ ନବୀନ ସ୍ଥିର କରୁଥିଲେ ବୋଲି ସର୍ବସାଧାରଣରେ କହିବାକୁ ବି ପଛାଇ ନଥିଲେ। ସରକାରୀ ଦଳ ସହ ଭିତରି ବୁଝାମଣା ଯୋଗୁ କଂଗ୍ରେସର ସଂଗଠନ ରାଜ୍ୟରେ ତଳକୁ ତଳ ଯିବାରେ ଲାଗିଥିଲା। ଏବେ କଂଗ୍ରେସ ଦଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବାବେଳେ ବିଜେପି ମଧ୍ୟ ଅନୁରୂପ ମାର୍ଗ ଆପଣାଇଛି। ନିଜ ଗୋଡ଼ରେ କୁରାଢ଼ୀ ମାରିବା ଭଳି ବିଜେପିର ଜାତୀୟ ନେତୃତ୍ୱଙ୍କ ଚାପରେ ରାଜ୍ୟ ନେତାମାନେ ଚେପା ହୋଇପଡ଼ିଛନ୍ତି। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ବିଭିନ୍ନ ବିଲରେ ଅଯାଚିତ ସମର୍ଥନ ଓ ଗୋଟିଏ ରାଜ୍ୟସଭା ସିଟ୍ ଟେକି ଦେଇ ନବୀନ ବିଜେପିର ଶୀର୍ଷ ଜାତୀୟ ନେତାମାନଙ୍କ ଫେଭରାଇଟ୍ ପାଲଟିଥିବାବେଳେ ରାଜ୍ୟ ନେତାମାନେ ଏଠି ନବୀନ ସରକାର ବିରୁଦ୍ଧରେ ଯେତେ ଚିକ୍ରାର କଲେ ମଧ୍ୟ ତାହା ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରୁନି। ତେଣୁ ରାଜ୍ୟ ବିଜେପି ଏବେ କଂଗ୍ରେସ ଭଳି ମାର୍ଗରେ ଚାଲିଥିବାର ଭ୍ରମ ସୃଷ୍ଟି ହେଉଥିବାବେଳେ ନବୀନ ନିଜର ବିରୋଧୀଙ୍କୁ ନିରସ୍ତ୍ର କରିବାର ରାଜନୀତିକ ଗୋଟିଚାଳନାରେ ମଧ୍ୟ ସଫଳ ହୋଇଥିବା ଜଣାପଡ଼ିଛି। ତା’ଛଡ଼ା ଆଉ ୨ମାସ ପରେ ରାଜ୍ୟରେ ୪ଟି ରାଜ୍ୟସଭା ସିଟ୍ ଉପରେ ନିର୍ବାଚନ ହେବ। ଏଥିରୁ ଗୋଟିଏ ଆସନ ହାତେଇବା ପାଇଁ ବିଜେପି ମଧ୍ୟ ନବୀନଙ୍କ ଉପରେ ଭରସା କରି ରହିଛି। ଯେଉଁ କାରଣରୁ ରାଜ୍ୟ ବିଜେପି ନିଜର ସଭାପତି ଚୟନ କରିବାରେ ଏପର୍ଯ୍ୟନ୍ତ ସହମତି ଆସିପାରୁନି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

ନିଜ ପାଇଁ ନିରାପଦ ଶାସନ ନିମନ୍ତେ ସୁଚିନ୍ତିତ ରଣନୀତି ମାଧ୍ୟମରେ ରାଜ୍ୟରେ ବିରୋଧୀ ଦଳଗୁଡ଼ିକୁ ପଙ୍ଗୁ କରିବାରେ ସିଦ୍ଧହସ୍ତ ନବୀନଙ୍କ ଗୋଟିଚାଳନାରେ ରାଜ୍ୟ ବିଜେପି ନିଜର ସଂଗଠନକୁ କିଭଳି ସୁରକ୍ଷିତ ରଖିପାରୁଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story