ଗଞ୍ଜାମ ଅଭିମୁଖେ ଅମିତ ଶାହା: ଦଳିତଙ୍କ ଘରେ କରିବେ ଭୋଜନ

ଭୁବନେଶ୍ୱର: ୪ ଦିନିଆ  ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ବିଜେଡିର ଗଡ଼ ଗଞ୍ଜାମର କୁକୁଡ଼ାଖଣ୍ଡି ଅଭିମୁଖେ ବାହାରିଛନ୍ତି।  ବାଟରେ ଅନେକ ସ୍ଥାନରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଗଞ୍ଜାମର ହୁଗଳାପଟା ଗାଁରେ ପହଁଞ୍ଚିବା ପରେ ସେ ୫ଟି ପରିବାର ସହ  ଜନସଂପର୍କ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ସହ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ।

[vc_video link="" align="center"]

ଏହାପରେ ସେ ଦଳିତଙ୍କ ଘରେ ଭୋଜନ ମଧ୍ୟ କରିବେ।  ପରେ ବ୍ରହ୍ମପୁରରେ  କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ। ଗତକାଲି ବିଳମ୍ବିତ ରାତିରେ ଅମିତ ଶାହା ବିମାନବନ୍ଦରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା।  ଗଂଜାମ ଜିଲ୍ଲା ଗସ୍ତ ପରେ ଆସନ୍ତାକାଲି ଯାଜପୁରର ବିରଜା ପୀଠରୁ ଆରମ୍ଭ କରିବେ ‘ମୋ ବୁଥ ସବୁଠୁ ମଜବୁତ ଅଭିଯାନ’।  ଅମିତ ଶାହଙ୍କ ଗସ୍ତ ପାଇଁ ବିଜେପି କ୍ୟାମ୍ପ ଚଳଚଞ୍ଚଳ ହୋଇପଡିଛି।

Ordigital Desk
• Published: Tuesday, 04 July 2017
• Updated: 04 July 2017, 10:42 AM IST

Sports

Latest News

ଭୁବନେଶ୍ୱର: ୪ ଦିନିଆ  ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ବିଜେଡିର ଗଡ଼ ଗଞ୍ଜାମର କୁକୁଡ଼ାଖଣ୍ଡି ଅଭିମୁଖେ ବାହାରିଛନ୍ତି।  ବାଟରେ ଅନେକ ସ୍ଥାନରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଗଞ୍ଜାମର ହୁଗଳାପଟା ଗାଁରେ ପହଁଞ୍ଚିବା ପରେ ସେ ୫ଟି ପରିବାର ସହ  ଜନସଂପର୍କ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ସହ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ।

[vc_video link="" align="center"]

ଏହାପରେ ସେ ଦଳିତଙ୍କ ଘରେ ଭୋଜନ ମଧ୍ୟ କରିବେ।  ପରେ ବ୍ରହ୍ମପୁରରେ  କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ। ଗତକାଲି ବିଳମ୍ବିତ ରାତିରେ ଅମିତ ଶାହା ବିମାନବନ୍ଦରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା।  ଗଂଜାମ ଜିଲ୍ଲା ଗସ୍ତ ପରେ ଆସନ୍ତାକାଲି ଯାଜପୁରର ବିରଜା ପୀଠରୁ ଆରମ୍ଭ କରିବେ ‘ମୋ ବୁଥ ସବୁଠୁ ମଜବୁତ ଅଭିଯାନ’।  ଅମିତ ଶାହଙ୍କ ଗସ୍ତ ପାଇଁ ବିଜେପି କ୍ୟାମ୍ପ ଚଳଚଞ୍ଚଳ ହୋଇପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos