ଗଞ୍ଜାମ କରୋନା ପରିଚାଳନାର ନଗ୍ନ ରୂପ ଖୋଲି ଦେଲେ ପିଙ୍କି, ଶୁଣନ୍ତୁ ସେ କଣ କହୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାମାରୀ କରୋନା ଗଞ୍ଜାମ ଜିଲ୍ଲାକୁ ଥରହର କରିଛି। ହୁହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ଗଞ୍ଚାମ ଜିଲ୍ଲାର ଦିଗପହଣ୍ଡିରେ କେମିତି ଅତି ଖାମଖିଆଲି ଓ ଦାୟିତ୍ୱହୀନ ଭାବେ କୋଭିଡ୍ ପରିଚାଳନା ହେଉଛି ତାର ପୋଲ ଖୋଲିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ। ଏନେଇ ତାଙ୍କ ଫେସ୍‌ବୁକ୍‌ରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଦିଗପହଣ୍ଡିର ଗୋଟିଏ ପରିବାରର ୩ ଜଣଙ୍କୁ  ହରାଇଥିବା ଅନୁରାଧା ପାଣିଗ୍ରାହୀଙ୍କ ଉଦାହରଣ ଥୋଇ ପିଙ୍କି କହିଛନ୍ତି ଯେ, ଦୀପ […]

Untitled-22

Untitled-22

Tapas Behera
  • Published: Thursday, 23 July 2020
  • Updated: 25 July 2020, 03:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାମାରୀ କରୋନା ଗଞ୍ଜାମ ଜିଲ୍ଲାକୁ ଥରହର କରିଛି। ହୁହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ଗଞ୍ଚାମ ଜିଲ୍ଲାର ଦିଗପହଣ୍ଡିରେ କେମିତି ଅତି ଖାମଖିଆଲି ଓ ଦାୟିତ୍ୱହୀନ ଭାବେ କୋଭିଡ୍ ପରିଚାଳନା ହେଉଛି ତାର ପୋଲ ଖୋଲିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ। ଏନେଇ ତାଙ୍କ ଫେସ୍‌ବୁକ୍‌ରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି।

ଦିଗପହଣ୍ଡିର ଗୋଟିଏ ପରିବାରର ୩ ଜଣଙ୍କୁ  ହରାଇଥିବା ଅନୁରାଧା ପାଣିଗ୍ରାହୀଙ୍କ ଉଦାହରଣ ଥୋଇ ପିଙ୍କି କହିଛନ୍ତି ଯେ, ଦୀପ ତଳେ ଅନ୍ଧାର। ଏହାର ଉଦାହରଣ ହେଉଛନ୍ତି ଦିଗପହଣ୍ଡିର ଅନୁରାଧା ପାଣିଗ୍ରାହୀ। ସେ ତାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁକୁ ହରାଇଲେଣି। ତାଙ୍କର ଏହି କରୁଣ କାହାଣୀର କୌଣସି ସୀମା ନାହିଁ। ସେ ନିଜେ ଜଣେ କୋଭିଡ୍ ଯୋଦ୍ଧା। ସେ କହିଛନ୍ତି ଯେ, ଏହି ନିର୍ବାଚନମଣ୍ଡଳୀରୁ ଲୋକପ୍ରତିନିଧି ହେଉଛନ୍ତି ନିଜେ ବାଚସ୍ପତି ସୂର୍ଯ୍ୟ ପାତ୍ର। ଆଉ ଅନୁରାଧା ପାଣିଗ୍ରାହୀ ହେଉଛନ୍ତି ବାଚସ୍ପତିଙ୍କର ଜଣେ ଖାସ ଲୋକଙ୍କର ସମ୍ପର୍କୀୟ। ସେ କହିଛନ୍ତି ଯେ, ଯଦି ବାଚଷ୍ପତିଙ୍କ ପାଖ ଲୋକଙ୍କର ଯଦି ଏମିତି ଅବସ୍ଥା, ତାଙ୍କ ପରିବାର ନିଶ୍ନିହ୍ନ ହୋଇଯାଉଛି ତେବେ ସାଧାରଣ ଲୋକେ କେଉଁଠିକୁ ଯିବେ। କାହାକୁ ଗୁହାରୀ କରିବେ। କିଛି ଦିନ ତଳେ ଏକ ଅଡ଼ିଓ ଭାଇରାଲ ହେଉଥିଲା। ଯେଉଁଥିରେ ଜଣେ ମହିଳା ବାଚସ୍ପତିଙ୍କୁ ଅନୁରୋଧ କରି କହୁଥିଲେ ସାର ଦେଖନ୍ତୁ କୋଭିଡ କେୟାର ହସପିଟାଲରେ ଡାକ୍ତରମାନେ ପହଞ୍ଚୁ ନାହାନ୍ତି।

କିଛି ଡାକ୍ତର କାର୍ଯ୍ୟରେ ହେଳା କରୁଛନ୍ତି। କିନ୍ତୁ ପ୍ରତିଉତ୍ତର ମିଳିଥିଲା ଆମକୁ ଲିଖିତ ଆକାରରେ ଦିଅନ୍ତୁ । କେଉଁ ଡାକ୍ତର କାର୍ଯ୍ୟରେ ହେଳା କୁରୁଛନ୍ତି। କେଉଁମାନେ କାର୍ଯ୍ୟକୁ ଯାଉ ନାହାନ୍ତି। ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପିଙ୍କି କହିଛନ୍ତି ଯେ, ଆମେ ବୁଝୁଛୁ ଦୀର୍ଘ ୨୦ ବର୍ଷ ହେଲା ବିକାଶର କାର୍ଯ୍ୟ ଫାଇଲରେ ହେଉଛି। ଅନ୍ତତଃପକ୍ଷେ କୋଭିଡ୍‌ ସମୟରେ ସେ କଥା କରିବା କଥା ନୁହେଁ। ଆଜି ଯଦି ବାଚସ୍ପତି ଟିକେ ଧ୍ୟାନ ଦେଇଥାନ୍ତେ ତାହେଲେ ହୁଏତ ଏମିତି ପରିସ୍ଥିତି ହୋଇ ନଥାନ୍ତା। ଅକାରଣରେ ଲୋକଙ୍କ ଜୀବନ ଝଡ଼ି ଯାଉ ଥାଆନ୍ତା।

ସରକାର କ୍ଷମତାରେ ଅଛନ୍ତି ଯଦି ବାଚସ୍ପତ୍ତି ଜିଲ୍ଲାପାଳଙ୍କୁ ଟିକେ ନିର୍ଦ୍ଦେଶ ଦେଇଥାନ୍ତେ କେଉଁଠି ଅସୁବିଧା ଅଛି ବୁଝନ୍ତୁ। ତାହେଲେ ହୁଏତ ଅନେକ ସମସ୍ୟାର ସମାଧାନ ହୋଇଯାଆନ୍ତା। ମମହାମାରୀ କୋଭିଡରୁ ଅନେକ ବଞ୍ଚିଯାଆନ୍ତେ। ଦିଗପହଣ୍ଡିର କୃଷ୍ଣଚନ୍ଦ୍ର ପାତ୍ର, ପତ୍ନୀ ଜାନକୀ ପାତ୍ର, ପୁଅ ରିଙ୍କୁ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ଼୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହେଲେ ଜଣକ ପଣେ ଜଣେ ଏମିତି ୩ଜଣ ଚାଲିଗଲେଣି। କେବଳ ରିଙ୍କୁଙ୍କ ପତ୍ନୀ ଅନୁରାଧା ପାଣିଗ୍ରାହୀ ଏକା ବଞ୍ଚି ଯାଇଛନ୍ତି। ପରିବାର ସମସ୍ତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ସେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story