ଗୃହର ୬ମିନିଟ୍ ନଷ୍ଟ ତଥାପି ଶୁଣିଲେନି ମୋହନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନର ମୂଲ୍ୟବାନ ୬ମିନିଟ୍ ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ବୁଝାଇବାରେ ଗଲା । କିନ୍ତୁ ସେ ବୁଝିଲେନି । ଏପରିକି ମୁଲତବୀ ପ୍ରସ୍ତାବ ଆଣିଥିବା ବିଜେପି ସଦସ୍ୟମାନେ ଶ୍ରୀ ମାଝୀଙ୍କୁ କହିବାକୁ ଯଥେଷ୍ଟ ସମୟ ଦିଆଯାଇନଥିବା ପ୍ରତିବାଦରେ ଏହି ଆଲୋଚନାରେ ଅଂଶଗ୍ରହଣ ମଧ୍ୟ କରିନଥିଲେ। ଶ୍ରୀ ମାଝୀଙ୍କୁ ବୁଝାଇବା ପାଇଁ ଗୃହର ୬ମିନିଟ୍ ସମୟ ବ୍ୟର୍ଥ ଯିବା ଶାସକ ବିଜେଡିର ଗୃହ ପରିଚାଳନାରେ ଅପରିପକ୍ୱତାକୁ ପଦାରେ ପକାଇ ଦେଇଛି। […]

Untitled-1

Untitled-1

Tapas Behera
  • Published: Saturday, 27 July 2019
  • Updated: 27 July 2019, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନର ମୂଲ୍ୟବାନ ୬ମିନିଟ୍ ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ବୁଝାଇବାରେ ଗଲା । କିନ୍ତୁ ସେ ବୁଝିଲେନି । ଏପରିକି ମୁଲତବୀ ପ୍ରସ୍ତାବ ଆଣିଥିବା ବିଜେପି ସଦସ୍ୟମାନେ ଶ୍ରୀ ମାଝୀଙ୍କୁ କହିବାକୁ ଯଥେଷ୍ଟ ସମୟ ଦିଆଯାଇନଥିବା ପ୍ରତିବାଦରେ ଏହି ଆଲୋଚନାରେ ଅଂଶଗ୍ରହଣ ମଧ୍ୟ କରିନଥିଲେ। ଶ୍ରୀ ମାଝୀଙ୍କୁ ବୁଝାଇବା ପାଇଁ ଗୃହର ୬ମିନିଟ୍ ସମୟ ବ୍ୟର୍ଥ ଯିବା ଶାସକ ବିଜେଡିର ଗୃହ ପରିଚାଳନାରେ ଅପରିପକ୍ୱତାକୁ ପଦାରେ ପକାଇ ଦେଇଛି।

ଆଜି ଗୃହରେ ‘କାଳିଆ ଯୋଜନା’ର ବିଫଳତା ପ୍ରସଙ୍ଗରେ ବିଜେପି ସଦସ୍ୟମାନେ ଆଣିଥିବା ମୁଲତବୀ ଆଲୋଚନାକୁ ଶ୍ରୀ ମାଝୀ ହିଁ ଆରମ୍ଭ କରିଥିଲେ। କିନ୍ତୁ ସେ ୨୦ମିନିଟ୍ କହିବା ପରେ ସେତେବେଳେ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କୁ ନିଜ ବକ୍ତବ୍ୟ ତୁରନ୍ତ ଶେଷ କରିବାକୁ କହିଥିଲେ। ଯେଉଁଥିରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଶ୍ରୀ ମାଝୀ ନିଜ ଆସନରେ ବସିପଡ଼ିଥିଲେ। ତାଙ୍କୁ ନିଜର କଥା ଶେଷ କରିବା ପାଇଁ ଉପବାଚସ୍ପତି ଅଧିକ ସମୟ ଦେବାକୁ ପ୍ରସ୍ତୁତ ଥିବା ବାରମ୍ବାର କହିବା ସତ୍ତେ୍ୱ ଓ ଅନ୍ୟ ସଦସ୍ୟମାନେ ବୁଝାଇଲେ ମଧ୍ୟ ସେ କାହାରି କଥା ଶୁଣିନଥିଲେ। ବିଧାୟକଙ୍କୁ ବୁଝାସୁଝା କରିବାରେ ଗୃହରେ ୧ଟା ୧୨ମିନିଟରୁ ୧ଟା ୧୮ମିନିଟ୍ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରିନଥିଲା।

ଗୃହରେ ଏହି ଅଚଳାବସ୍ଥାକୁ ଏଡ଼ାଇବା ପାଇଁ ମଧ୍ୟ ଶାସକ ଦଳର ବରିଷ୍ଠ ନେତାମାନେ କେହି ଆଗକୁ ଆସିନଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ, ଉପବାଚସ୍ପତି ବାରମ୍ବାର ଶ୍ରୀ ମାଝୀଙ୍କ ନାଁ ଧରି ମତ ରଖିବା ପାଇଁ କହିଥିଲେ ମଧ୍ୟ ସେ ଶୁଣିନଥିଲେ। ଶ୍ରୀ ମାଝୀଙ୍କୁ ସମର୍ଥନ କରି ବିଜେପି ସଦସ୍ୟ ବିଷ୍ଣୁ ସେଠୀ ଓ ମୁକେଶ ମହାଲିଙ୍ଗ ମଧ୍ୟ ଏହି ଆଲୋଚନାରେ ଭାଗ ନେଇନଥିଲେ।

ଏପରିକି ଗୃହରେ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଥିବାବେଳେ ଶାସକ ଦଳର ୧୧୧ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ୨୧ଜଣ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story