'ଭୋଟ ପାଇଁ କଣ୍ଟିନଜେନ୍ସି ଫଣ୍ଡରୁ ଖର୍ଚ୍ଚ କରିଛି ବିଜେଡି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ରାଜନୀତିକ ସ୍ୱାର୍ଥ ହାସଲ କରିବା ଓ ଭୋଟ ହାତେଇବା ପାଇଁ ଓଡ଼ିଶା ସରକାରଙ୍କ କଣ୍ଟିନଜେନ୍ସି ଫଣ୍ଡକୁ ଶାସକ ବିଜେଡି ଅପବ୍ୟବହାର କରିଛି। ଆଜି ଏଥିପାଇଁ ଶାସକ ବିଜେଡି ବିଧାନସଭାରେ ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ବିବରଣୀକୁ ଅନୁମୋଦନ କରାଇବାରେ ସକ୍ଷମ ହୋଇଥିବାବେଳେ ବିଜେପି ବିଧାୟକ ଦଳ ଏହାକୁ ତୀବ୍ର ବିରୋଧ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଆଜି ଅପରାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି […]

Memo-1

Memo-1

Subrat Kumar Nayak
  • Published: Friday, 02 August 2019
  • Updated: 02 August 2019, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ରାଜନୀତିକ ସ୍ୱାର୍ଥ ହାସଲ କରିବା ଓ ଭୋଟ ହାତେଇବା ପାଇଁ ଓଡ଼ିଶା ସରକାରଙ୍କ କଣ୍ଟିନଜେନ୍ସି ଫଣ୍ଡକୁ ଶାସକ ବିଜେଡି ଅପବ୍ୟବହାର କରିଛି। ଆଜି ଏଥିପାଇଁ ଶାସକ ବିଜେଡି ବିଧାନସଭାରେ ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ବିବରଣୀକୁ ଅନୁମୋଦନ କରାଇବାରେ ସକ୍ଷମ ହୋଇଥିବାବେଳେ ବିଜେପି ବିଧାୟକ ଦଳ ଏହାକୁ ତୀବ୍ର ବିରୋଧ କରିଛି।

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଆଜି ଅପରାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ରାଜ୍ୟ କଣ୍ଟିନଜେନ୍ସି ଫଣ୍ଡର ଅପବ୍ୟବହାର ହୋଇଥିବାରୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ, କଣ୍ଟିନଜେନ୍ସି ଫଣ୍ଡକୁ ଆପାତକାଳୀନ ସ୍ଥିତିରେ ବ୍ୟବହାର କରାଯାଏ। କିନ୍ତୁ ଶାସକ ବିଜେଡି ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ଯୋଜନା କରି ଏହି ଅର୍ଥକୁ ଖର୍ଚ୍ଚ କରିଥିଲା। କଣ୍ଟିନଜେନ୍ସି ଫଣ୍ଡକୁ ବୃଦ୍ଧି କରି ଶାସକ ବିଜେଡି ସେଥିରେ 'କାଳିଆ' ଯୋଜନା ଓ 'ମଧୁବାବୁ ପେନସନ' ଯୋଜନାରେ ଏହାକୁ ଖର୍ଚ୍ଚ କରିଛନ୍ତି। ସମ୍ବିଧାନର ବିଧିବିଧାନ ଉଲ୍ଲଘଂନ କରି ରାଜ୍ୟ ସରକାର ଆର୍ଥିକ ଅନିୟମିତତା କରିଛନ୍ତି। ସମ୍ବିଧାନର ସୁରକ୍ଷା ଏବଂ କଣ୍ଟିନଜେନ୍ସି ଫଣ୍ଡର ଅନିୟମିତତା ବିରୋଧରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

୨୦୧୮-୧୯ ପାଇଁ କଣ୍ଟିନଜେନ୍ସି ଫଣ୍ଡରେ ୪୦୦ କୋଟି ଟଙ୍କା ଥିବାବେଳେ ରାଜ୍ୟ ସରକାର ତାକୁ ଉଦ୍ଦେଶ୍ୟମୁଳକ ଭାବେ ୧୪୦୦ କୋଟିକୁ ବୃଦ୍ଧି କରିଥିଲେ। ଆଇନ ଅନୁଯାୟୀ, କେବଳ ଆପାତକାଳୀନ ସ୍ଥିତିରେ ହିଁ କଣ୍ଟିନଜେନ୍ସି ଫଣ୍ଡକୁ ବ୍ୟବହାର କରାଯାଇ ପାରିବ। କଣ୍ଟିନଜେନ୍ସି ଫଣ୍ଡର ଅର୍ଥକୁ ଏସଡିଆରଏଫ୍ ନିୟମାବଳୀ ଅନୁସାରେ ରାଜ୍ୟସରକାର କେବଳ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ପୁର୍ନଗଠନ ନିମନ୍ତେ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଶାସକ ଦଳ ତାହା ନକରି ରାଜନୀତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଏହି ଅର୍ଥକୁ ଖର୍ଚ୍ଚ କରିଛନ୍ତି। ଯାହାଫଳରେ ରାଜ୍ୟ ସରକାର ଫୋନି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଅର୍ଥାଭାବ ଯୋଗୁ ଠିକ୍ ଭାବେ ସୁବ୍ୟବସ୍ଥିତ କରିପାରିଲେ ନାହିଁ। ରାଜ୍ୟ ସରକାର ଲୋକଙ୍କୁ ସ୍ଥାନାନ୍ତର କଲେ, କିନ୍ତୁ ଫୋନି ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ବିଫଳ ହେଲେ। କଣ୍ଟିନଜେନ୍ସି ଫଣ୍ଡରୁ ରାଜ୍ୟ ସରକାର ଜାନୁଆରୀ ମାସରୁ ଅର୍ଥ ନେଇଥିଲୋ ସେଥିପାଇଁ ଫୋନି ଭଳି ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ମୁକାବିଲା ହୋଇପାରିଲା ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।

ସେହିପରି କାଳିଆ ଯୋଜନାରେ ଚାଷୀ ମାନଙ୍କୁ ଚିହ୍ନଟ ନକରି ଭୋଟ ହାତେଇବା ନାଁରେ ଯୋଜନା କରି ସମ୍ବିଧାନର ନିୟମକୁ ଉଲ୍ଲଂଘନ କରିଛନ୍ତି। ସମସ୍ତ ଘଟଣା ସଂପର୍କରେ ଅବଗତ ହେବା ପରେ ରାଜ୍ୟପାଳ ଉଚିତ୍ ପଦକ୍ଷେପ ନେବେ ବୋଲି ବିଧାୟକମାନଙ୍କୁ ପ୍ରତିଶୃତି ଦେଇଥିବା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପିର ସମସ୍ତ ୨୩ ଜଣ ବିଧାୟକ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story