ସଂସଦରେ ଉଠିଲା ମମିତା ପ୍ରସଙ୍ଗ; ସୁରେଶ ପୂଜାରୀ କହିଲେ- ସରକାର ସମ୍ଭାଳିପାରୁ ନାହାନ୍ତି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମତି ମେହେର ହତ୍ୟା ମାମଲାକୁ ନେଇ ଓଡ଼ିଶା ବିଧାନସଭା ଚାଲି ପାରୁନଥିବା ବେଳେ ଆଜି ଏହି ପ୍ରସଙ୍ଗ ସଂସଦରେ ଉଠିଛି। ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସେ ମମିତା ପ୍ରସଙ୍ଗ ସହ ମାହାଙ୍ଗା ଡବଲ ମର୍ଡର, ପରୀ, ଗୋବିନ୍ଦ କୁମ୍ଭାର କଥା ମଧ୍ୟ ଉଠାଇଛନ୍ତି। ଏହି ୪ଟି ମାମଲାର ସିବିଆଇ ତଦନ୍ତ ଦାବି କରିବାକୁ ଦାବି କରିଛନ୍ତି ସାଂସଦ ସୁରେଶ ପୂଜାରୀ। ମମିତା […]

BJP MP Suresh Pujari

BJP MP Suresh Pujari

Manoranjan Sial
  • Published: Thursday, 09 December 2021
  • Updated: 09 December 2021, 03:50 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମତି ମେହେର ହତ୍ୟା ମାମଲାକୁ ନେଇ ଓଡ଼ିଶା ବିଧାନସଭା ଚାଲି ପାରୁନଥିବା ବେଳେ ଆଜି ଏହି ପ୍ରସଙ୍ଗ ସଂସଦରେ ଉଠିଛି। ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସେ ମମିତା ପ୍ରସଙ୍ଗ ସହ ମାହାଙ୍ଗା ଡବଲ ମର୍ଡର, ପରୀ, ଗୋବିନ୍ଦ କୁମ୍ଭାର କଥା ମଧ୍ୟ ଉଠାଇଛନ୍ତି।

ଏହି ୪ଟି ମାମଲାର ସିବିଆଇ ତଦନ୍ତ ଦାବି କରିବାକୁ ଦାବି କରିଛନ୍ତି ସାଂସଦ ସୁରେଶ ପୂଜାରୀ। ମମିତା ମାମଲାରେ ରାଜ୍ୟ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ରହିଛି। ମାହାଙ୍ଗା ହତ୍ୟା ମାମଲାରେ ଆଇନ୍‌ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଅଛି। ପରୀ ମାମଲାରେ ମଧ୍ୟ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ରହିଛି। ତେଣୁ ୪ଟି ମାମଲାରେ ରାଜ୍ୟଠାରୁ ରିପୋର୍ଟ ମାଗିବାକୁ ଅନୁରୋଧ କରିଛନ୍ତି ସାଂସଦ ସୁରେଶ ପୂଜାରୀ। ମାମଲା ଗୁଡ଼ିକକୁ ରାଜ୍ୟ ସମ୍ଭାଳି ପାରୁନି। ତେଣୁ ସିବିଆଇକୁ ଦିଆଯାଉ ବୋଲି ସେ କହିଛନ୍ତି।

ସଂସଦ ବାହାରେ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି- “ରାଜ୍ୟରେ ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ସେଠି ମାଆ, ଭଉଣୀ, ଝିଅ ସୁରକ୍ଷିତ ନାହାନ୍ତି। ଦଳିତ ଓ ଶିଶୁ ମଧ୍ୟ ସୁରକ୍ଷିତ ନାହାନ୍ତି। ମୋ ଗାଁ ତୋରାର ଗୋବିନ୍ଦ କୁମ୍ଭାରକୁ ରାତି ୨ଟା ବେଳେ ପୁଲିସ୍‌ ଉଠାଇ ନେଇଗଲା। ସକାଳ ୬ଟା ବେଳେ ତା’ର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କଲେ। ହାଜତରେ ତାର ମୃତ୍ୟୁ ହେଲା, ଏଥିରେ ପୁଲିସଙ୍କ ସମ୍ପୃକ୍ତି ରହିଛି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ।

ଠିକ୍‌ ସେମିତି ମମିତା ମେହେର ହତ୍ୟା ମାମଲା ହେଉଛି ଓଡ଼ିଶାରେ ଏକ ସ୍ପର୍ଶକାତର ପ୍ରସଙ୍ଗ। ଏହାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ ଆନ୍ଦୋଳନ ଚାଲିଛି। ମମିତାକୁ ଅତି ନୃଶଂସ ଭାବେ ହତ୍ୟା କରାଗଲା। ପରେ ତା’ ମୃତଦେହକୁ ଖଣ୍ଡଖଣ୍ଡ କରି ପୋଡ଼ି ପୋତି ଦିଆଗଲା। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁ ରହିଛି। ନୟାଗଡ଼ ପରୀ ହତ୍ୟା ମାମଲାରେ ଶିକ୍ଷାମନ୍ତ୍ରୀଙ୍କ ନାଁ ଆସିଲା। ଠିକ୍‌ ସେମିତି ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ୍‌ମନ୍ତ୍ରୀଙ୍କ ନାଁ ଆସିଲା। ତେଣୁ ଲୋକେ କେମିତି ନ୍ୟାୟ ପାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story