ବିଜେପିର ରାଷ୍ଟୀୟ କାର୍ଯ୍ୟକାରିଣୀ: ଆସନ୍ତାକାଲି କ’ଣ ରହିଛି କାର୍ଯ୍ୟକ୍ରମ

୧-ଆସନ୍ତାକାଲି ୮ଟାରୁ ୮ଟା ୪୫ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପାଇକ ବିଦ୍ରୋହରେ ସହିଦ ହୋଇଥିବା  ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ଭେଟି ରାଜଭବନରେ ସମ୍ବର୍ଦ୍ଧିତ କରିବେ। ୨- ସକାଳ ୮.୫୦ରେ ରାଜଭବନରୁ ବାହାରି ଲିଙ୍ଗରାଜ ମନ୍ଦିର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୩- ୯ଟାରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ। ୪-ଲିଙ୍ଗରାଜ ମନ୍ଦିର ଦର୍ଶନ ପରେ ଫେରିବେ ଜନତା ମଇଦାନ। ୫-ସକାଳ ୯ଟା ୩୦ରେ ଜନତା ମଇଦାନରେ ଉପସ୍ଥିତ ରହିବେ ମୋଦି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜନତା […]

kkkkk-1

Rakesh Mallick
  • Published: Saturday, 15 April 2017
  • , Updated: 15 April 2017, 09:49 PM IST

୧-ଆସନ୍ତାକାଲି ୮ଟାରୁ ୮ଟା ୪୫ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପାଇକ ବିଦ୍ରୋହରେ ସହିଦ ହୋଇଥିବା  ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ଭେଟି ରାଜଭବନରେ ସମ୍ବର୍ଦ୍ଧିତ କରିବେ।

୨- ସକାଳ ୮.୫୦ରେ ରାଜଭବନରୁ ବାହାରି ଲିଙ୍ଗରାଜ ମନ୍ଦିର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୩- ୯ଟାରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ।

୪-ଲିଙ୍ଗରାଜ ମନ୍ଦିର ଦର୍ଶନ ପରେ ଫେରିବେ ଜନତା ମଇଦାନ।

୫-ସକାଳ ୯ଟା ୩୦ରେ ଜନତା ମଇଦାନରେ ଉପସ୍ଥିତ ରହିବେ ମୋଦି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜନତା ମଇଦାନରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଚାଲିବ। ଏଥିରେ ୩ଶହରୁ ଅଧିକ  ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହିବେ।

୬-ଅପରାହ୍ନ ୪ଟା ୨୦ରେ ମୋଦି ସୁରଟ ଅଭିମୁଖେ ଯାତ୍ରା କରିବେ

Related story