ବିଜେପି କର୍ମୀଙ୍କୁ ମାଡ଼ ଅଭିଯୋଗରେ ଥାନା ଘେରାଉ

Ordigital Desk
  • Published: Wednesday, 21 February 2018
  • , Updated: 21 February 2018, 07:59 AM IST
<p>ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା &nbsp;ଅଭିଯୋଗରେ ଗତକାଲି ରାତିରୁ ବିଜେପୁର ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ମନ୍ତ୍ରୀ ନିଜେ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ସୁଶାନ୍ତଙ୍କୁ ଗିରଫ କରିବା ଦାବିରେ&nbsp; ଥାନା ଘେରାଉ କରାଯାଇଛି।</p>

Related story