ବିଜେପିର ଅଭିଯୋଗ: ନବୀନଙ୍କ ଭାବମୂର୍ତ୍ତିକୁ ସ୍ୱଚ୍ଛ ପ୍ରମାଣିତ କରିବାକୁ ବିଜେଡ଼ି ସାମ୍ବିଧାନିକ ବ୍ୟବସ୍ଥାକୁ ଅପମାନିତ କରୁଛି

ଭୁବନେଶ୍ୱର: ନବୀନ-ହାଓ୍ୱାଲା-ଘୋଟାଲା ମାମଲାରେ ବିଜେଡ଼ି ବିରୋଧରେ ଆଜି ପୁଣି ବର୍ଷିଛି ବିଜେପି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ସ୍ୱଚ୍ଛ ପ୍ରମାଣିତ କରିବା ପାଇଁ ବିଜେଡ଼ି ସାମ୍ବିଧାନିକ ବ୍ୟବସ୍ଥାକୁ ମଧ୍ୟ ଅପମାନିତ କରୁଛି। ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ଗଣମାଧ୍ୟମକୁ ବିଜେଡ଼ି ଅପମାନିତ କରୁଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି- “ଆଗାମୀ ଦିନରେ ନବୀନ ବାବୁଙ୍କ ଏଭଳି ଚେହେରା ଉପରୁ ପରଦା ହଟାଇ ଦିଆଯିବ। […]

samir mohanty

Rakesh Mallick
  • Published: Sunday, 30 July 2017
  • , Updated: 30 July 2017, 08:28 PM IST

ଭୁବନେଶ୍ୱର: ନବୀନ-ହାଓ୍ୱାଲା-ଘୋଟାଲା ମାମଲାରେ ବିଜେଡ଼ି ବିରୋଧରେ ଆଜି ପୁଣି ବର୍ଷିଛି ବିଜେପି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ସ୍ୱଚ୍ଛ ପ୍ରମାଣିତ କରିବା ପାଇଁ ବିଜେଡ଼ି ସାମ୍ବିଧାନିକ ବ୍ୟବସ୍ଥାକୁ ମଧ୍ୟ ଅପମାନିତ କରୁଛି। ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ଗଣମାଧ୍ୟମକୁ ବିଜେଡ଼ି ଅପମାନିତ କରୁଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି- “ଆଗାମୀ ଦିନରେ ନବୀନ ବାବୁଙ୍କ ଏଭଳି ଚେହେରା ଉପରୁ ପରଦା ହଟାଇ ଦିଆଯିବ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି- “ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଔଷଧ ବିକଳରେ ଟାଟିଆ କାମୁଡୁଛନ୍ତି। ବିଜେଡି ପାଖକୁ କୌଣସି ଏଜେନ୍ସ ମାଧ୍ୟମରୁ କିଛି ଆସିନାହିଁ। ଆମେ ବିଚଳିତ ହେଉନାହିଁ।”

Related story