‘ଦଳୀୟ ନେତ୍ରୀଙ୍କ ମୃତ୍ୟୁରେ ବିଜେଡି ଚୁପ୍ କାହିଁକି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କୁ ନ୍ୟାୟ ନଦେଇ ତାଙ୍କୁ ମୃତ୍ୟୁ ମୁହଁକୁ ବିଜେଡି ସରକାର ଠେଲି ଦେଇଛନ୍ତି। ଶ୍ରୀମତୀ ମିଶ୍ରଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ବିଜେପି ଅଭିଯୋଗ କରିଛି। ମୃତ୍ୟୁ ସହ ସଂଗ୍ରାମ କରି ଆଜି ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ହୋଇଥିବାରୁ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ପୁଲିସ ଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ […]

bjp-demanded-the-resignation-Chairperson-of-State-Commission-for-Women

Manoranjan Sial
  • Published: Thursday, 20 February 2020
  • Updated: 20 February 2020, 07:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କୁ ନ୍ୟାୟ ନଦେଇ ତାଙ୍କୁ ମୃତ୍ୟୁ ମୁହଁକୁ ବିଜେଡି ସରକାର ଠେଲି ଦେଇଛନ୍ତି। ଶ୍ରୀମତୀ ମିଶ୍ରଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ବିଜେପି ଅଭିଯୋଗ କରିଛି।

ମୃତ୍ୟୁ ସହ ସଂଗ୍ରାମ କରି ଆଜି ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ହୋଇଥିବାରୁ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ପୁଲିସ ଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଯଦି ସରକାର ଓ ପ୍ରଶାସନ ସମ୍ବେଦନଶୀଳ ହୋଇ ସଂପୃକ୍ତ ମହିଳାଙ୍କ ଅଭିଯୋଗ ଶୁଣିଥାନ୍ତେ ତେବେ ଆଜି ମିନାକ୍ଷୀ ମୃତ୍ୟୁ ହୋଇନଥାନ୍ତା। ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର, ଗୃହ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ। ବିଜେଡି ନେତ୍ରୀ ପ୍ରଶାସନ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରି ଜୀବନ ହାରିବା ଘଟଣା ସମଗ୍ର ନାରୀ ଜାତିକୁ ଅପମାନିତ କରିଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏହି ଘଟଣା ଶୁଣିବା ପରେ ମର୍ମାହତ ହୋଇଛି। ରାଜ୍ୟ ସରକାର ନାରୀମାନଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛନ୍ତି। ପୀଡ଼ିତାଙ୍କ ସମସ୍ୟା ଶୁଣିବା ପାଇଁ ପୁଲିସ ପ୍ରଶାସନ ପାଖରେ ସମୟ ନାହିଁ। ବିଜେଡି ନେତ୍ରୀଙ୍କ କଥା ଯଦି ପ୍ରଶାସନ ଶୁଣୁନାହାଁନ୍ତି ତେବେ ଫାଇଭ-ଟି, ମୋ ସରକାରରେ ସାଧାରଣ ଲୋକ କିପରି ନ୍ୟାୟ ପାଉଥିବେ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି। ଏଭଳି ଘଟଣାରେ ପୁଲିସ ଉଦାସୀନ ମନୋଭାବ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

ଥାନାକୁ ଗୋଟେ ନିରୀହ ଲୋକ ଗଲେ ପୁଲିସ ତାଙ୍କ ସହ ଦୁର୍ବ୍ୟବହାର କରୁଛି। କାହା ପାଇଁ ମୋ ସରକାର କାର୍ଯ୍ୟ କରୁଛି? ବିଜେଡି ଦଳର ନେତ୍ରୀଙ୍କ ମୃତ୍ୟୁ ପରେ ବି ପୂରା ବିଜେଡି ଦଳ ଆଜି ଚୁପ୍ ରହିଛିା ଏଭଳି ଘଟଣାରୁ ଜଣାପଡୁଛି କି, ବିଜେଡି କିପରି ନାରୀ ମାନଙ୍କୁ ସମ୍ମାନ ଦେଉଛିା ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇ ଅପରାଧୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମତୀ ପରିଡ଼ା ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story