ଅର୍ଥନୀତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପ୍ରତିଫଳିତ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥନୀତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପ୍ରତିଫଳିତ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୀତିକ ସର୍ଭେ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୧୯-୨୦ ଆର୍ଥିକ ବର୍ଷରେ କମିଛି। ୨୦୧୮-୧୯ରେ ଅଭିବୃଦ୍ଧି ହାର ୭.୯୦ % ଥିଲା ବେଳେ ୨୦୧୯-୨୦ରେ ଅଭିବୃଦ୍ଧି ହାର କମି ୬.୧୬% କୁ ଆସିଯାଇଛି। ୨୦୧୫-୧୬ରେ […]

samir-mohanty

samir-mohanty

Manoranjan Sial
  • Published: Monday, 17 February 2020
  • Updated: 17 February 2020, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥନୀତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପ୍ରତିଫଳିତ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୀତିକ ସର୍ଭେ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୧୯-୨୦ ଆର୍ଥିକ ବର୍ଷରେ କମିଛି। ୨୦୧୮-୧୯ରେ ଅଭିବୃଦ୍ଧି ହାର ୭.୯୦ % ଥିଲା ବେଳେ ୨୦୧୯-୨୦ରେ ଅଭିବୃଦ୍ଧି ହାର କମି ୬.୧୬% କୁ ଆସିଯାଇଛି। ୨୦୧୫-୧୬ରେ ଅଭିବୃଦ୍ଧି ହାର ୭.୯୪% ଥିବା ବେଳେ ୨୦୧୬-୧୭ରେ ଏହା କମି ୭.୧୪%କୁ ଆସିଥିଲା। ଓଡ଼ିଶାର ଅଭିବୃଦ୍ଧି ହାର କ୍ରମାଗତ ଭାବେ କମିବାରେ ଲାଗିଛି।

ଶ୍ରୀ ମହାନ୍ତି କହିଛନ୍ତି ଯେ ସେବା କ୍ଷେତ୍ରର ଅର୍ଥନୀତି କମିଛି। ୨୦୧୮-୧୯ରେ ଏହା ୪୫.୨୫% ଥିବା ବେଳେ ଚଳିତ ବର୍ଷ ଏହା ୪୦.୫୧% କୁ ଖସିଆସିଛି । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଅବଦାନ ଚଳିତ ବର୍ଷ ମାତ୍ର ୧୯.୯୦% ଅଛି। ରାଜ୍ୟର ୬୨% ଲୋକ ସିଧାସଳଖ ଭାବେ ଚାଷୀ ହୋଇଥିବା ବେଳେ ରାଜ୍ୟର ଅର୍ଥନୀତିକୁ ମାତ୍ର ୧୯.୯୦% ଅବଦାନ ପୁଣି ଥରେ ଚାଷୀର ଦୁର୍ବଳ ଆର୍ଥନୈତିକ ସ୍ଥିତିକୁ ଦର୍ଶାଇଛି।

ରାଜ୍ୟରେ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪ ହଜାର ୬୭୬ କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧ ଲକ୍ଷ ୬ ହଜାର ୫୨୬ କୋଟି ହେବ ବୋଲି ଆକଳନ କରାଯାଉଛି। ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟରେ ଜନ୍ମିତ ଶିଶୁର ମୁଣ୍ଡ ଉପରେ ମୁଣ୍ଡପିଛା ଋଣଭାର ହେବ ୧୮ ହଜାର ୪୯୭ ଟଙ୍କା ଅଟେ। ଋଣ ଭାରରେ ଓଡ଼ିଶା ବୁଡୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ହାରାହାରି ମୁଣ୍ଡପିଛା ଆୟ ଯଦିଓ ଓଡ଼ିଶାରେ ଏହା ଗତ ବର୍ଷ ଅପେକ୍ଷା ବଢିଛି ତଥାପି ତାହା ଆଜି ବି ଜାତୀୟ ହାର ଓ ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା କମ୍ ଅଛି। ଓଡ଼ିଶାରେ ୨୦୧୯-୨୦ରେ ମୁଣ୍ଡପିଛା ଆୟ ୧,୦୧,୫୮୭ ଟଙ୍କା ଥିବାବେଳେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ୧ ଲକ୍ଷ ୬୪ ହଜାର, ହରିୟାନାରେ ୨ ଲକ୍ଷ ୨୬ ହଜାର, କର୍ଣ୍ଣାଟକରେ ୧ ଲକ୍ଷ ୧୦ ହଜାର ଟଙ୍କା ଅଛି। ଜାତୀୟ ସ୍ତରରେ ମୁଣ୍ଡପିଛା ଆୟ ୧ ଲକ୍ଷ ୨୬ ହଜାର ୪୦୬ ଟଙ୍କା ଅଛି। ରାଜ୍ୟ ସରକାର ଗରିବ ଦୂରୀକରଣ କରିଛନ୍ତି ବୋଲି ରାସ୍ତାଘାଟରେ ହୋର୍ଡିଙ୍ଗ ମାରୁଥିବାବେଳେ ଏହା କେବଳ ଆତ୍ମପ୍ରଚାର ଛଡା କିଛି ନୁହେଁ ବୋଲି ପ୍ରମାଣିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story