ରାଜ୍ୟର ୩.୩କୋଟି ଗରିବଙ୍କୁ ‘ଏପ୍ରିଲ ଫୁଲ୍‌’ କରିଛନ୍ତି ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନ କରିବାର ଘୋଷଣା କରି ରାଜ୍ୟ ସରକାର ‘ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ’ ଯୋଜନାକୁ ହଡ଼ପ କରିବାର ଚକ୍ରାନ୍ତ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଦିନରେ ଆଜି ରାଜ୍ୟର ୩.୩୩ କୋଟି ଗରୀବ ହିତାଧିକାରୀଙ୍କୁ ରାଜ୍ୟ ସରକାର ‘ଏପ୍ରିଲ ଫୁଲ୍‌’ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ କହିଛନ୍ତି ଯେ, ରାଜ୍ୟରେ କେହି […]

bjd-and-bjp

bjd-and-bjp

Ordigital Desk
  • Published: Friday, 01 April 2022
  • Updated: 01 April 2022, 10:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନ କରିବାର ଘୋଷଣା କରି ରାଜ୍ୟ ସରକାର ‘ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ' ଯୋଜନାକୁ ହଡ଼ପ କରିବାର ଚକ୍ରାନ୍ତ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଦିନରେ ଆଜି ରାଜ୍ୟର ୩.୩୩ କୋଟି ଗରୀବ ହିତାଧିକାରୀଙ୍କୁ ରାଜ୍ୟ ସରକାର ‘ଏପ୍ରିଲ ଫୁଲ୍‌' କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ କହିଛନ୍ତି ଯେ, ରାଜ୍ୟରେ କେହି ଯେଭଳି ଭୋକିଲା ନରହିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା’ରେ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ପ୍ରଦାନ ସମୟ ସୀମାକୁ ଆଉ ୬ ମାସ ପାଇଁ ଅର୍ଥାତ୍ ୨୦୨୨ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନାରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ତାଲିକା ଅନୁସାରେ ଓଡ଼ିଶାର ୩.୨୫ କୋଟି ଗରିବ ହିତାଧିକାରୀ ଲାଭାନ୍ୱିତ ହେବେ । ଏଥିପାଇଁ ୩୦.୭୭ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଆବଶ୍ୟକ ପଡ଼ିବ, ଯାହାର ମୂଲ୍ୟ ୩୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମାତ୍ର ରାଜ୍ୟ ସରକାର ଛଳନା କରି ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ କରିଛନ୍ତି । ଯାହାକି ଅତ୍ୟନ୍ତ ଲଜ୍ଜଜନକ ଏବଂ ଜନବିରୋଧୀ କାର୍ଯ୍ୟ । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଦିନରେ ଆଜି ରାଜ୍ୟର ୩.୩୩ କୋଟି ଗରୀବ ହିତାଧିକାରୀଙ୍କୁ ରାଜ୍ୟ ସରକାର ‘ଏପ୍ରିଲ ଫୁଲ୍‌' କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ୮ଲକ୍ଷ ୯ହଜାର ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଆସନ୍ତା ୬ ମାସ ପାଇଁ ୫କେଜି ଚାଉଳ ମାଗଣା ଦେବାର ଘୋଷଣା କରିଛନ୍ତି । ଏଥିପାଇଁ ୨୪୨୭୦ ଟନ୍ ଚାଉଳ ଆବଶ୍ୟକ ଏବଂ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର ୩.୨୫ କୋଟି ହିତାଧିକାରୀଙ୍କୁ ମୋଦି ସରକାର ଆସନ୍ତା ୬ ମାସ ପାଇଁ ମାଗଣା ରାସନ ପ୍ରଦାନ ପାଇଁ ପ୍ରସ୍ତୁତ ଥିବାବେଳେ ଆଉ ମାତ୍ର ୮ ଲକ୍ଷ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିବାରେ କୌଣସି ସମସ୍ୟା ନଥିଲା । ତାହେଲେ, ରାଜ୍ୟ ସରକାର କାହିଁକି ୮ଲକ୍ଷ ୯ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିଲେ ନାହିଁ ? ଅନ୍ୟପକ୍ଷରେ ୮.୦୯ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବାର ଘୋଷଣା କରି ୩.୨୫ କୋଟି ହିତାଧିକାରୀଙ୍କୁ କାହିଁକି ରାଜ୍ୟ ସରକାର ବଂଚିତ ରଖିଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନଙ୍କୁ ଯୋଗାଇ ଦିଆଯାଉଥିବା ବାସଗୃହକୁ ବିଜୁ ପକ୍କା ଘର ନାମରେ ବ୍ରାଣ୍ଡିଂ କରି ରାଜ୍ୟବାସୀଙ୍କୁ ଧୋକା ଦେଇ ଆସୁଥିବା ଶାସକ ବିଜେଡି ଅନୁରୂପ ଭାବେ ଆଜି ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନ କରିବାର ଘୋଷଣା କରି କେନ୍ଦ୍ରୀୟ ଯୋଜନାକୁ ହଡ଼ପ୍ କରିବାର ଚକ୍ରାନ୍ତ କରିଛି ବୋଲି ବିଜେପି ଅଭିଯୋଗ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story