ଓଡ଼ିଶାକୁ ୟୁପି ମଡେଲ ଆପଣେଇବାକୁ ପରାମର୍ଶ ଦେଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଓଡ଼ିଶାକୁ ୟୁପି ମଡେଲ ଆପଣେଇବାକୁ ବୈଜୟନ୍ତ ପରାମର୍ଶ ଦେଇଛନ୍ତି। ଏନେଇ ଟ୍ୱିଟ୍‌ କରିଛନ୍ତି ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ଯେ, ନବୀନ ବାବୁ ଯୋଗୀ ଆଦିତ୍ୟନାଥଙ୍କ ଭଳି ପନ୍ଥା ଆପଣେଇବା ଉଚିତ। ପଶ୍ଚିମ ବଙ୍ଗରୁ ଫେରିଥିବା କିଛି ଲୋକଙ୍କ ଯୋଗୁ ରାଜ୍ୟରେ କରୋନା ବୃଦ୍ଧି ପ୍ରସଙ୍ଗ ନେଇ ଶ୍ରୀଯୁକ୍ତ @PandaJay ଉଦବେଗ ପ୍ରକାଶ କରିଛନ୍ତି। […]

bbbb

bbbb

Tapas Behera
  • Published: Wednesday, 22 April 2020
  • Updated: 22 April 2020, 07:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଓଡ଼ିଶାକୁ ୟୁପି ମଡେଲ ଆପଣେଇବାକୁ ବୈଜୟନ୍ତ ପରାମର୍ଶ ଦେଇଛନ୍ତି। ଏନେଇ ଟ୍ୱିଟ୍‌ କରିଛନ୍ତି ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ଯେ, ନବୀନ ବାବୁ ଯୋଗୀ ଆଦିତ୍ୟନାଥଙ୍କ ଭଳି ପନ୍ଥା ଆପଣେଇବା ଉଚିତ।

ଅତି କମରେ ଦୁଇ ସପ୍ତାହ ପାଇଁ ପଶ୍ଚିମବଙ୍ଗ ସୀମା ସିଲ୍ କରିବା ଉଚିତ। ୟୁପି ମୁଖ୍ୟମନ୍ତ୍ରୀ ଗାଜିଆବାଦ, ନୋଏଡ଼ାରେ ଦିଲ୍ଲୀ ସୀମା ସିଲ୍ କରିଛନ୍ତି। ସୂଚନା ଅନୁଯାୟୀ ଗତ ୨ ଦିନରେ ୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ କଲିକତା ଲିଙ୍କ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story