ବିଜେଡି ବିଧାୟକ ଅନନ୍ତ ଜେନାଙ୍କୁ ଗିରଫ ଦାବିରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସେଣ୍ଟ୍ରାଲ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଗିରଫ ଓ ଇସ୍ତଫା ଦାବିରେ ଆଜି ରାଜ୍ୟ ବିଜେପିର କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ ଜଣାଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଅଞ୍ଚଳର ଜଣେ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଅସଦାଚରଣ କରିବା ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ସତ୍ତ୍ୱେ ପୁଲିସ୍ କାହିଁକି ହାତବାନ୍ଧି ବସିଛି ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ନେତା ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, […]

ananta-narayan-jena

ananta-narayan-jena

Manoranjan Sial
  • Published: Saturday, 23 May 2020
  • Updated: 23 May 2020, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସେଣ୍ଟ୍ରାଲ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଗିରଫ ଓ ଇସ୍ତଫା ଦାବିରେ ଆଜି ରାଜ୍ୟ ବିଜେପିର କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ ଜଣାଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଅଞ୍ଚଳର ଜଣେ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଅସଦାଚରଣ କରିବା ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ସତ୍ତ୍ୱେ ପୁଲିସ୍ କାହିଁକି ହାତବାନ୍ଧି ବସିଛି ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପି ନେତା ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂ ଆଦିଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକରେ ଦଳୀୟ କର୍ମୀମାନେ ଏକଜୁଟ ହୋଇ ପ୍ଲା-କାର୍ଡ ଧରି ବିଧାୟକ ଶ୍ରୀ ଜେନାଙ୍କର ଗିରଫ ଦାବି କରିଛନ୍ତି। ବିଜେପି ନେତା ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭୁବନେଶ୍ୱର ପୂର୍ବତନ ମେୟର ତଥା ବର୍ତ୍ତମାନର ବିଧାୟକ ଶ୍ରୀ ଜେନା ଦୁର୍ନୀତି ମାଧ୍ୟମରେ ସଞ୍ଚିତ କରିଥିବା ଅର୍ଥରେ ବାଘାମାରୀରେ ଫାର୍ମ ହାଉସ୍ କରିଛନ୍ତି। ସେଥିପାଇଁ ସେ ନିଜ ବନ୍ଧୁଙ୍କୁ ସହାୟତା କରିବା ପାଇଁ ସେଠାକୁ ଯାଇଥିବା କଥା କହୁଛନ୍ତି।

ଅଭିଯୋଗକାରିଣୀ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଏବେ ବିଧାୟକ ଶ୍ରୀ ଜେନାଙ୍କ ନାଁରେ ଆମ୍ସ ଆକ୍ଟ ଓ ଅସଦାଚରଣ ମାମଲା ରୁଜୁ କରିଥିବାବେଳେ ତାଙ୍କୁ ତଦନ୍ତ ପରିସରକୁ କାହିଁକି ଆଣୁନି। ଓଲଟା ବିଧାୟକଙ୍କ ଚାପରେ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି। ବିଧାୟକ ଶ୍ରୀ ଜେନା ପୂର୍ବରୁ ଅନେକ ବିବାଦୀୟ ଘଟଣାରେ ସମ୍ପୃକ୍ତ ଥିଲେ ମଧ୍ୟ ପୁଲିସ୍ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଶିଖ୍ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ମାଡ଼ ମରାଯିବା ଘଟଣାରେ ରାତି ଅଧରେ ତାଙ୍କ ଘରକୁ ଯାଇ ତାଙ୍କୁ ଧମକାଇବା ହେଉ ଅବା ଇଞ୍ଜିନିୟରିଂ ଛାତ୍ର ଋିଷି ହତ୍ୟା ଘଟଣା ସବୁଥିରେ ସେ ସମ୍ପୃକ୍ତ ଅଛନ୍ତି। ତେଣୁ ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ପୁଲିସର ନିଷ୍କ୍ରିୟତା ବିରୋଧରେ ବିଜେପି ଆଜି ରାଜରାସ୍ତାକୁ ଓହ୍ଲାଇଛି। ଯଦି ତୁରନ୍ତ ଶ୍ରୀ ଜେନାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବ ତା’ହେଲେ ବିଜେପି ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେହିପରି ବିଜେପି ନେତା ବାବୁ ସିଂ ଓ ଦିଲ୍ଲୀପ ମହାନ୍ତି ଓ ଅନ୍ୟମାନେ ମଧ୍ୟ ବିଧାୟକ ଶ୍ରୀ ଜେନାଙ୍କ ତୁରନ୍ତ ଗିରଫ ଦାବି କରିଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ସାମାଜିକ ଦୂରତ୍ୱ ରକ୍ଷା କରି ବିଜେପିର କର୍ମୀମାନେ ପ୍ଲାକାର୍ଡ ଧରି ବିଧାୟକ ଶ୍ରୀ ଜେନାଙ୍କ ଇସ୍ତଫା ଦାବି କରିଥିଲେ। ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story