ବ୍ଲାକ ଫଙ୍ଗସ ରୋଗୀଙ୍କୁ ‘Amphotericin B’ ଔଷଧ ଦିଆଯାଏ : ଡାକ୍ତର ଜୟନ୍ତ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରୁ ସୁସ୍ଥ ହେଲା ପରେ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମଣ ଆଶଙ୍କା ନେଇ ପରାମର୍ଶ ଦେଲେ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଓ ପରେଶ ମହାନ୍ତି। ଶରୀରରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ ଫଙ୍ଗସ ପଶେ। ବ୍ଲାକ ଫଙ୍ଗସ ବାୟୁ ମଣ୍ଡଳରେ ଥାଏ, ଶ୍ୱାସକ୍ରିୟା ଜରିଆରେ ଶରୀରରେ ପଶେ। ଏହା ନୂଆ ନୁହେଁ, ଆଗରୁ ରହିଛି। ଇମ୍ୟୁନିଟି କମ ଥିବା ଲୋକଙ୍କୁ ଏହି ରୋଗ ଆକ୍ରାନ୍ତ କରେ। ସୁଗାର ଲେବୁଲ […]

Prof. (Dr.) Jayanta Kumar Panda

Prof. (Dr.) Jayanta Kumar Panda

Tapas Behera
  • Published: Wednesday, 19 May 2021
  • Updated: 19 May 2021, 05:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରୁ ସୁସ୍ଥ ହେଲା ପରେ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମଣ ଆଶଙ୍କା ନେଇ ପରାମର୍ଶ ଦେଲେ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଓ ପରେଶ ମହାନ୍ତି। ଶରୀରରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ ଫଙ୍ଗସ ପଶେ। ବ୍ଲାକ ଫଙ୍ଗସ ବାୟୁ ମଣ୍ଡଳରେ ଥାଏ, ଶ୍ୱାସକ୍ରିୟା ଜରିଆରେ ଶରୀରରେ ପଶେ। ଏହା ନୂଆ ନୁହେଁ, ଆଗରୁ ରହିଛି।

ଇମ୍ୟୁନିଟି କମ ଥିବା ଲୋକଙ୍କୁ ଏହି ରୋଗ ଆକ୍ରାନ୍ତ କରେ। ସୁଗାର ଲେବୁଲ ଅଧିକ ଥିବା ଲୋକଙ୍କ କ୍ଷେତ୍ରରେ ବ୍ଲାକ ଫଙ୍ଗସ ଦେଖାଦିଏ। ବ୍ଲାକ ପଙ୍ଗସ ହେଲେ ଆଖି ଫୁଲିବା, ନାକରୁ କଳା ପାଣି ନିର୍ଗତ ହେବା, ପତଳା ଝାଡ଼ା ହେବା ବା ଚର୍ମରେ କଳା କଳା ଫୋଟକା ହେବା ଲକ୍ଷଣ ଦେଖାଦେଇଥାଏ। ଏମିତି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ। ବ୍ଲାକ ଫଙ୍ଗସ ରୋଗୀଙ୍କୁ ‘Amphotericin B’ (ଏମ୍ଫୋଟେରିସିନ୍-ବି) ଔଷଧ ଦିଆଯାଏ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ଏହି ଔଷଧ ପର୍ଯ୍ୟାପ୍ତ ପରିମାଣର ଅଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ପୂର୍ବରୁ ଏହି ରୋଗ ବାବଦରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ମଧ୍ୟ ମତ ରଖିଛନ୍ତି। ସେ କହିଥିଲେ ଯେ, ଏହି ବ୍ଲାକ ଫଙ୍ଗସକୁ ମେଡିକାଲ ଶବ୍ଦରେ ମ୍ୟୁକୋରମାୟକୋସିସ କୁହାଯାଏ। ଏହା ମାଟି, ପବନ ଏବଂ ଖାଦ୍ୟର ଥାଏ। ଏହା ବହୁ କମ୍ ପରିମାଣରେ ଥାଏ କିନ୍ତୁ ସଂକ୍ରମିତ କରିନଥାଏ।

ଏହି ବ୍ଲାକ ଫଙ୍ଗସ ବୃଦ୍ଧିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପଛର କାରଣ ଆବଶ୍ୟକତାରୁ ଅଧିକ ଷ୍ଟିରଏଡ ବ୍ୟବହାର କରିବା। କରୋନା ସଂକ୍ରମିତଙ୍କ ଚିକିତ୍ସା ବେଳେ ମାତ୍ରାଧିକ ଷ୍ଟିରଏଡ ବ୍ୟବହାର ହେଉଥିବା ଗୁଲେରିଆ କହିଛନ୍ତି। ଯାହାକି ବ୍ଲାକ ଫଙ୍ଗସକୁ ସକ୍ରିୟ କରିବାରେ ସହଯୋଗ କରୁଛି ବୋଲି ସେ କହିଛନ୍ତି।

ଆଉ ଯେଉଁମାନେ କରେୋନାରେ ସଂକ୍ରମିତ ହେବା ସହିତ ମଧୁମେହରେ ଆକ୍ରାନ୍ତ ସେମାନେ ଏହି ବ୍ଲାକ ଫଙ୍ଗସ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ଏହାକୁ ରୋକିବା ପାଇଁ ହେଲେ ଆମେ ସମସ୍ତେ ଷ୍ଟିରଏଡକୁ କମ୍ ବ୍ୟବହାର କରିବା ଦରକାର ବୋଲି ଗୁଲେରିଆ କହିଛନ୍ତି। ଷ୍ଟିରଏଡ ହେଉଛି ଏକ ପ୍ରକାର ଔଷଧ ଯାହାକୁ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଡାକ୍ତର ମାନେ ଔଷଧ ଭାବରେ ବ୍ୟବହାର କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story