ମୃତକଙ୍କୁ ବଞ୍ଚାଇବାକୁ ଶବଗୃହରେ ଝଡ଼ାଫୁଙ୍କା

ଭବାନୀପାଟଣା(ରାଜକୁମାର ସିଂହଦେଓ): ମୃତ ବ୍ୟକ୍ତିକୁ ବଞ୍ଚାଇବାକୁ ଚାଲିଛି ଝଡ଼ାଫୁଙ୍କା। ଜୀବନ ଫେରି  ଆଣିବାକୁ ହେଉଛି ଅପଚେଷ୍ଟା। ତା’ପୁଣି ଡାକ୍ତରଖାନା ଭିତରେ। ଏହି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ। ଗତକାଲି କେସିଙ୍ଗା ଡୁମେରିମୁଣ୍ଡା ଗାଁର ଜଣେ ଯୁବକଙ୍କୁ ସାପ କାମୁଡ଼ିବା ପରେ ତାଙ୍କୁ ପ୍ରଥମେ କେସିଙ୍ଗା ଡାକ୍ତରଖାନା ଓ ପରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତଦେହ ପୋଷ୍ଟମର୍ଟମ ପାଇଁ […]

kalahandi

kalahandi

Jyoshna Pradhan
  • Published: Thursday, 25 July 2019
  • Updated: 25 July 2019, 02:13 PM IST

Sports

Latest News

ଭବାନୀପାଟଣା(ରାଜକୁମାର ସିଂହଦେଓ): ମୃତ ବ୍ୟକ୍ତିକୁ ବଞ୍ଚାଇବାକୁ ଚାଲିଛି ଝଡ଼ାଫୁଙ୍କା। ଜୀବନ ଫେରି  ଆଣିବାକୁ ହେଉଛି ଅପଚେଷ୍ଟା। ତା’ପୁଣି ଡାକ୍ତରଖାନା ଭିତରେ। ଏହି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ।

ଗତକାଲି କେସିଙ୍ଗା ଡୁମେରିମୁଣ୍ଡା ଗାଁର ଜଣେ ଯୁବକଙ୍କୁ ସାପ କାମୁଡ଼ିବା ପରେ ତାଙ୍କୁ ପ୍ରଥମେ କେସିଙ୍ଗା ଡାକ୍ତରଖାନା ଓ ପରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତଦେହ ପୋଷ୍ଟମର୍ଟମ ପାଇଁ ଶବଗୃହରେ ରଖା ଯାଇଥିବା ବେଳେ ଗୁଣିଆ ଝଡ଼ାଫୁଙ୍କା କରିଥିଲେ। ଏପରିକି ବଳପୂର୍ବକ ଶବଗୃହ ଖୋଲାଇ ଝଡ଼ାଫୁଙ୍କା କରାଯାଇଥିବା ଅଭିଯୋଗ ହୋଇଛି।

ଏନେଇ ମୃତକଙ୍କ ବାପା କହିଛନ୍ତି,“ପ୍ରଥମେ ପୁଅକୁ କେସିଙ୍ଗା ଡାକ୍ତରଖାନା ନେଇଥିଲି। ଏହାପରେ ସେଠାକାର ଡାକ୍ତର ଭବାନୀପାଟଣା ଡାକ୍ତରଖାନାକୁ ପଠାଇଦେଲେ। ଏଠି ଡାକ୍ତର ପୁଅକୁ ଇଞ୍ଜେକସନ୍ ଦେଇଥିଲେ। ହେଲେ କିଛି ସମୟ ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାପରେ ମୃତଦେହକୁ ଶବଗୃହକୁ ନିଆଯାଇଥିଲା। ପୁଅର ଜୀବନ ବଞ୍ଚାଇବା ପାଇଁ ଆମେ ଏବେ ଗୁଣି ଗାରେଡ଼ିର ସାହାଯ୍ୟ ନେଇଛୁ।”

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story