ହସ୍ପିଟାଲ ଭିତରେ ଚାଲିଛି ଝଡ଼ାଫୁଙ୍କା

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଚାଳିଛି ଝଡାଫୁଙ୍କା। ଝୁଣା ସାଙ୍ଗକୁ ପଢ଼ା ଚାଲିଛି ମନ୍ତ୍ର। ରୋଗୀଙ୍କୁ ସୁସ୍ଥ କରିବା ଲାଗି ପଢ଼ା ଚାଲିଛି ବାଇବେଲ୍, ସେ ପୁଣି ହସ୍ପିଟାଲ ଭିତରେ। ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ହାତ ଗୋଡ ବାନ୍ଧି ଝଡାଫୁଙ୍କା କରୁଛନ୍ତି ମହିଳା। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଜଣେ ରୋଗୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ। ହେଲେ ଡାକ୍ତରଙ୍କ ଚିକିତ୍ସା କରିବା ବଦଳରେ ତାଙ୍କୁ […]

patient

patient

Madhupriya Mistry
  • Published: Wednesday, 28 September 2022
  • Updated: 28 September 2022, 01:30 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଚାଳିଛି ଝଡାଫୁଙ୍କା। ଝୁଣା ସାଙ୍ଗକୁ ପଢ଼ା ଚାଲିଛି ମନ୍ତ୍ର। ରୋଗୀଙ୍କୁ ସୁସ୍ଥ କରିବା ଲାଗି ପଢ଼ା ଚାଲିଛି ବାଇବେଲ୍, ସେ ପୁଣି ହସ୍ପିଟାଲ ଭିତରେ। ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ହାତ ଗୋଡ ବାନ୍ଧି ଝଡାଫୁଙ୍କା କରୁଛନ୍ତି ମହିଳା। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ।

ଜଣେ ରୋଗୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ। ହେଲେ ଡାକ୍ତରଙ୍କ ଚିକିତ୍ସା କରିବା ବଦଳରେ ତାଙ୍କୁ ଝଡ଼ାଫୁଙ୍କା କରିଥିଲେ ଜଣେ ବୟସ୍କ ମହିଳା। ଉପରେ ଗୀତା ଲେଖାଥିବା ବେଳେ ଭିତରେ ବାଇବେଲ ଥିବା ବହି ଧରି ବ୍ୟକ୍ତିଙ୍କ ମୁଣ୍ଡରେ ହାତ ବୁଲାଇ ଆଣି ମନ୍ତ୍ର ପଢ଼ିଥିଲେ ଜଣେ ମହିଳା।

ରୋଗୀ ଜଣକ ବିରୋଧ କରିଥିଲେ ବି କେହି ଏହାକୁ ଶୁଣି ନଥିଲେ। ଯେତେ ଛାଡ଼ିବାକୁ କହିଲେ ବି କିଛି ଲୋକ ତାଙ୍କୁ ଜାବୁଡ଼ି ଧରିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ରୋଗୀ ନେଇ ଯାଇଥିବା ଜଣେ ସମାଜସେବୀ ଏହି ଘଟଣାକୁ ବିରୋଧ କରିଥିଲେ। ପରେ ଏ ଘଟଣା ମେଡିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିବା ପରେ ଏହାକୁ ବାରଣ କରାଯାଇଥିଲା।

ଡାକ୍ତରୀ ବିଜ୍ଞାନ ଏତେ ଉନ୍ନତ ହେବା ପରେ ବି ଲୋକେ ଆଜି ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରିନାହାନ୍ତି। ସରକାରୀ ଡାକ୍ତରଖାନାରେ ଏଭଳି ଘଟଣା କିପରି ହେଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମେଡିକାଲ୍‌ରେ ଚିକିତ୍ସା ଚାଲିଥିବା ବେଳେ ଝଡ଼ାଫୁଙ୍କାକୁ ଅନୁମତି କିଏ ଦେଲା? ସେପଟେ ଏହି ଘଟଣାକୁ ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପ୍ରତିକ୍ରିୟା ମିଳିନି। କିନ୍ତୁ ଘଟଣାର ତଦନ୍ତ ପାଇଁ ଏଡିଏମ୍‌ଓ ମେଡିକାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story