ପୁଇଁନ୍ତଳା ବ୍ଲକ ଉପାଧ୍ୟକ୍ଷ ପୁଣି ଗିରଫ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ବଲାଙ୍ଗିର ଜିଲ୍ ପୁଇଁନ୍ତଳା ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣି ଗିରଫ ହୋଇଛନ୍ତି। ୨ ବର୍ଷ ତଳେ ଏକ ଅପହରଣ ମାମଲାରେ ଗିରଫ ହୋଇଥିବା ସନ୍ତୋଷ ଗୁରାଣ୍ଡି ଏବେ ଜଣେ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଠିକାକାମକୁ ନେଇ ସେ ପୁଇଁନ୍ତଳା ବ୍ଲକ୍ ସହକାରୀ ଯନ୍ତ୍ରୀ ନରେନ୍ଦ୍ର ନାଏକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଗୁରାଣ୍ଡି ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ତଥା ବ୍ଲକ୍‌ ଅଫିସ୍‌ର ଅନ୍ୟ […]

Santosh Gurandi

Santosh Gurandi

Niharika Rout
  • Published: Thursday, 25 February 2021
  • Updated: 25 February 2021, 01:26 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ବଲାଙ୍ଗିର ଜିଲ୍ ପୁଇଁନ୍ତଳା ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣି ଗିରଫ ହୋଇଛନ୍ତି। ୨ ବର୍ଷ ତଳେ ଏକ ଅପହରଣ ମାମଲାରେ ଗିରଫ ହୋଇଥିବା ସନ୍ତୋଷ ଗୁରାଣ୍ଡି ଏବେ ଜଣେ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଠିକାକାମକୁ ନେଇ ସେ ପୁଇଁନ୍ତଳା ବ୍ଲକ୍ ସହକାରୀ ଯନ୍ତ୍ରୀ ନରେନ୍ଦ୍ର ନାଏକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଗୁରାଣ୍ଡି ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ତଥା ବ୍ଲକ୍‌ ଅଫିସ୍‌ର ଅନ୍ୟ କର୍ମଚାରୀଙ୍କୁ ଧମକ ଦେଉଥିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ପୁଇଁନ୍ତଳା ବିଡିଓ। ଏହା ସହିତ ସହକାରୀ ଯନ୍ତ୍ରୀ ନରେନ୍ଦ୍ର ନାଏକ ମାଡ଼ମରା ଘଟଣାକୁ ନେଇ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ମାମଲା ରୁଜୁ କରି ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡିଙ୍କୁ ଗିରଫ କରିବା ସହିତ କୋର୍ଟଚାଲାଣ କରିଛି ।

ସୂଚନାଯୋଗ୍ୟ,  ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବିଡିଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ ସନ୍ତୋଷ ଗୁରାଣ୍ଡି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story