ଏସସିବିରେ ଡାଉନ ହେଇଗଲା ବ୍ଲଡ୍ ବ୍ୟାଙ୍କ

କଟକ (ଓଡ଼ିଶା ରିପୋର୍ଟର): କଟକ  ବଡ଼ ଡାକ୍ତରଖାନାରେ (ଏସସିବି) ରେ ବ୍ଲଡ ବ୍ୟାଙ୍କରୁ ରକ୍ତ ମିଳୁନି।  ରକ୍ତ ଭଣ୍ଡାରର ଏକ ମେସିନ୍ ଖରାପ ହୋଇଥିବା କାରଣରୁ ରକ୍ତ ମିଳୁ ନ ଥିବା ସୂଚନା ମିଳିଛି। କାଲିଠାରୁ ମେସିନ୍ ଖରାପ ଯୋଗୁ ରକ୍ତ ପରୀକ୍ଷା ହୋଇପାରୁନି। ଫଳରେ ଶହ ଶହ ରୋଗୀ ରକ୍ତ ଭଣ୍ଡାରରୁ ରକ୍ତ ନ ପାଇ ହଇରାଣ ହରକତ ହେଉଛନ୍ତି।

Ordigital Desk
• Published: Saturday, 06 January 2018
• Updated: 06 January 2018, 01:00 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ  ବଡ଼ ଡାକ୍ତରଖାନାରେ (ଏସସିବି) ରେ ବ୍ଲଡ ବ୍ୟାଙ୍କରୁ ରକ୍ତ ମିଳୁନି।  ରକ୍ତ ଭଣ୍ଡାରର ଏକ ମେସିନ୍ ଖରାପ ହୋଇଥିବା କାରଣରୁ ରକ୍ତ ମିଳୁ ନ ଥିବା ସୂଚନା ମିଳିଛି। କାଲିଠାରୁ ମେସିନ୍ ଖରାପ ଯୋଗୁ ରକ୍ତ ପରୀକ୍ଷା ହୋଇପାରୁନି। ଫଳରେ ଶହ ଶହ ରୋଗୀ ରକ୍ତ ଭଣ୍ଡାରରୁ ରକ୍ତ ନ ପାଇ ହଇରାଣ ହରକତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos