ରାଜଧାନୀରେ କେଉଁଠି ଅଧିକ ସଂକ୍ରମିତ ହେଉଛନ୍ତି କହିଲେ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି। ବସ୍ତି ଅଞ୍ଚଳରୁ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ ସଂକ୍ରମିତଙ୍କୁ ଠାବ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି କରାଯାଇଛି, ସେମାନେ ଜାଗତିଆର ଅଛନ୍ତି। ମହିଷାଖାଲରେ ବହୁ ସଂକ୍ରମିତ ମିଳିବା ପରେ କଣ୍ଟେନମେଣ୍ଟ କରାଯାଇଛି। ସେଠି କ୍ୟାମ୍ପ କରି ଟେଷ୍ଟ କରିବା ପରେ ୪୧ ପଜିଟିଭ ମିଳିଛନ୍ତି। […]

bmc

bmc

Tapas Behera
  • Published: Saturday, 25 July 2020
  • Updated: 25 July 2020, 05:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି। ବସ୍ତି ଅଞ୍ଚଳରୁ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ ସଂକ୍ରମିତଙ୍କୁ ଠାବ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି କରାଯାଇଛି, ସେମାନେ ଜାଗତିଆର ଅଛନ୍ତି।
ମହିଷାଖାଲରେ ବହୁ ସଂକ୍ରମିତ ମିଳିବା ପରେ କଣ୍ଟେନମେଣ୍ଟ କରାଯାଇଛି। ସେଠି କ୍ୟାମ୍ପ କରି ଟେଷ୍ଟ କରିବା ପରେ ୪୧ ପଜିଟିଭ ମିଳିଛନ୍ତି। ଆଜିକା ଦିନରେ ଭୁବନେଶ୍ୱରରେ ୪ଟି ବସ୍ତିରେ କଣ୍ଟେନମେଣ୍ଟ ଅଛି। ବିଏମ୍ସି ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ ଅଛନ୍ତି। ଗୋଟିଏ ଶିଳ୍ପ କାରଖାନାକୁ ୬୮ ପଜିଟିଭ ଚିହ୍ନଟ କରାଯାଇଛି। ଗାଇଡଲାଇନ ଭଙ୍ଗ କରିଥିବାରୁ ସଂପୃକ୍ତ ଶିଳ୍ପକୁ ୭ ଦିନ ବନ୍ଦ କରାଯାଇଛି। ସେହି ନିକଟରେ ଥିବା ଆଉ ୪ଟି ଶିଳ୍ପକୁ ମଧ୍ୟ ୭ଦିନ ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story