ଭୁବନେଶ୍ୱର ଅବସ୍ଥା ପିକ୍‌ରେ ରହିଛି: ବିଏମ୍‌ସି କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମ୍ସି କମିଶନରଙ୍କ ପ୍ରେସମିଟ୍। ଗଲା ମାସରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ୱଳ୍ପ ଆଣ୍ଟିବଡି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ରହିଛି। ଏବେ ଭୁବନେଶ୍ୱର ଏକ ପ୍ରକାର ପିକ୍‌ରେଥିବା  କହିଲେ କମିଶନର। ଆମକୁ ଅତି କମରେ ଆଉ ମାସଟିଏ ନିଜକୁ ସୁରକ୍ଷିତ ରଖିବାକୁ ପଡ଼ିବ। ବର୍ତ୍ତମାନ ବହୁତ […]

covid-cheaking

covid-cheaking

Tapas Behera
  • Published: Saturday, 22 August 2020
  • Updated: 22 August 2020, 05:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମ୍ସି କମିଶନରଙ୍କ ପ୍ରେସମିଟ୍। ଗଲା ମାସରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ୱଳ୍ପ ଆଣ୍ଟିବଡି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ରହିଛି। ଏବେ ଭୁବନେଶ୍ୱର ଏକ ପ୍ରକାର ପିକ୍‌ରେଥିବା  କହିଲେ କମିଶନର। ଆମକୁ ଅତି କମରେ ଆଉ ମାସଟିଏ ନିଜକୁ ସୁରକ୍ଷିତ ରଖିବାକୁ ପଡ଼ିବ। ବର୍ତ୍ତମାନ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ, ସମସ୍ତଙ୍କୁ ନିୟମ ମାନିବାକୁ ଅନୁରୋଧ ବୋଲି ସେ କହିଛନ୍ତି।

ଭୁବନେଶ୍ୱର ମହାନଗର ଅଞ୍ଚଳରେ ୪୦% କୋଭିଡ଼ ବେଡ୍ ଫାଙ୍କା ରହିଛି। ଚିକିତ୍ସା ସୁବିଧା ଦେଖିଲେ ଆମେ ଭଲ ସ୍ଥିତିରେ ରହିଛୁ। ଏବେ ଭୁବନେଶ୍ୱରରେ ୨୬୧୮ ଆକ୍ଟିଭ୍‌ କେସ୍ ରହିଛି। ଅଗଷ୍ଟ ୩୧ ସୁଦ୍ଧା ସାଢେ ୩ ହଜାର, ସେମ୍ବେର ୧୫କୁ ୫ ହଜାର ଥିବ। ଏବେ ଗୁରୁତ୍ୱପୂର୍ଣ୍ଣ ସମୟ। ସଂକ୍ରମଣ ବଢୁଛି, ସମସ୍ତେ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି।

ବର୍ତ୍ତମାନ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ, ସମସ୍ତଙ୍କୁ ନିୟମ ମାନିବାକୁ ଅନୁରୋଧ ବୋଲି ସେ କହିଛନ୍ତି। ଭୁବନେଶ୍ୱର ମହାନଗର ଅଞ୍ଚଳରେ ୪୦% କୋଭିଡ଼ ବେଡ୍ ଫାଙ୍କା ରହିଛି। ଚିକିତ୍ସା ସୁବିଧା ଦେଖିଲେ ଆମେ ଭଲ ସ୍ଥିତିରେ ରହିଛୁ। ଏବେ ଭୁବନେଶ୍ୱରରେ ୨୬୧୮ ଆକ୍ଟିଭ୍‌ କେସ୍ ରହିଛି।

ଅଗଷ୍ଟ ୩୧ ସୁଦ୍ଧା ସାଢେ ୩ ହଜାର, ସେମ୍ବେର ୧୫କୁ ୫ ହଜାର ଥିବ। ଏବେ ଗୁରୁତ୍ୱପୂର୍ଣ୍ଣ ସମୟ। ସଂକ୍ରମଣ ବଢୁଛି, ସମସ୍ତେ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos