କଣ୍ଟେନମେଣ୍ଟ ଜୋନ୍‌ରେ ଡୁମୁଡୁମାର ସୁବାସ ନଗର ବସ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଡୁମୁଡୁମା ଅଞ୍ଚଳରେ ଥିବା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।  କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥାଇ ମଧ୍ୟ ଏହି ବସ୍ତିରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ  ବିଏମ୍‌ସି ପକ୍କଷରୁ ଏପରି କଟକଣା ଲାଗୁ କରାଯାଇଛି। ବସ୍ତିର ୩୦୦ ଘରକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ ନଂ ୩୨୩ ଯାଏ ଅଞ୍ଚଳକୁ କଣ୍ଟେନମେଣ୍ଟ […]

COrona-7-(1)

COrona-7-(1)

Niharika Rout
  • Published: Saturday, 20 June 2020
  • Updated: 20 June 2020, 02:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଡୁମୁଡୁମା ଅଞ୍ଚଳରେ ଥିବା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।  କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥାଇ ମଧ୍ୟ ଏହି ବସ୍ତିରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ  ବିଏମ୍‌ସି ପକ୍କଷରୁ ଏପରି କଟକଣା ଲାଗୁ କରାଯାଇଛି। ବସ୍ତିର ୩୦୦ ଘରକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ ନଂ ୩୨୩ ଯାଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହାବ୍ୟତୀତ, ପ୍ଲଟ ନଂ ୩୨୩ରୁ ପ୍ଲଟ ନଂ ୨୬୧ ଓ ୨୫୮ ଯାଏ ଏବଂ ପ୍ଲଟ ନଂ ୨୬୨ ଓ ୨୫୮ରୁ ହନୁମାନ ମନ୍ଦିର ଯାଏ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ସଂପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ପାଇଁ ଜାରି ସମସ୍ତ କଟକଣା ଲାଗୁ ହେବ। ସବୁ ଅଫିସ ବନ୍ଦ ରହିବ, ଲୋକମାନେ ଘରେ ରହିବାକୁ ନିର୍ଦ୍ଦେଶ। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସୁବାସ ନଗର ବସ୍ତିରୁ ଚିହ୍ନଟ ୬ ଆକ୍ରାନ୍ତଙ୍କ ରୁ ୫ ଜଣଙ୍କର କିଛି ଟ୍ରାଭେଲ ହିଷ୍ଟ୍ରି କି ଲକ୍ଷଣ ନଥିଲା। ଏହା ଜଣାପଡ଼ିବା ପରେ ସଂକ୍ରମଣ ଅଧିକ ନବ୍ୟାପିବା ପାଇଁ ଏହି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସଂପୃକ୍ତ ଅଞ୍ଚଳରେ ୭ ଦିନ ପର୍ଯ୍ୟନ୍ତ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story