ଓଲଟିଲା ଭୁଟୁଭୁଟି: ଜଣେ ମତ୍ସଜୀବୀ ନିଖୋଜ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା  କଷାଫଳ ମୁହାଣରେ ଗତକାଲି ଏକ ଭୁଟୁଭୁଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଥିବା ୪ ଜଣ ମତ୍ସଜୀବୀଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ତିନି ଜଣ ଉଦ୍ଧାର ହୋଇ କୂଳକୁ ଫେରିଛନ୍ତି। ନିଖୋଜ ଥିବା ମତ୍ସଜୀବୀ ହେଲେ ପଞ୍ଚାନନ ଦଳେଇ । ତାଙ୍କ ଘର ବାହାବଳପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏନେଇ ଗତକାଲି ସନ୍ଧ୍ୟାରେ ବାହାବଳପୁର ମେରାଇନ୍‌ ଥାନାରେ ମତ୍ସଜୀବୀ ସଂଘ ପକ୍ଷରୁ ରିପୋର୍ଟ ଦିଆଯାଇଥିବା ସଂଘର ସଭାପତି […]

balesore

balesore

Jyoshna Pradhan
  • Published: Thursday, 25 July 2019
  • Updated: 25 July 2019, 10:06 AM IST

Sports

Latest News

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା  କଷାଫଳ ମୁହାଣରେ ଗତକାଲି ଏକ ଭୁଟୁଭୁଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଥିବା ୪ ଜଣ ମତ୍ସଜୀବୀଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ତିନି ଜଣ ଉଦ୍ଧାର ହୋଇ କୂଳକୁ ଫେରିଛନ୍ତି।

ନିଖୋଜ ଥିବା ମତ୍ସଜୀବୀ ହେଲେ ପଞ୍ଚାନନ ଦଳେଇ । ତାଙ୍କ ଘର ବାହାବଳପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏନେଇ ଗତକାଲି ସନ୍ଧ୍ୟାରେ ବାହାବଳପୁର ମେରାଇନ୍‌ ଥାନାରେ ମତ୍ସଜୀବୀ ସଂଘ ପକ୍ଷରୁ ରିପୋର୍ଟ ଦିଆଯାଇଥିବା ସଂଘର ସଭାପତି ବିକାଶ କୁମାର ଦାସ କହିଛନ୍ତି। ଏହି ଭୁଟୁଭୁଟିରେ ମତ୍ସଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ନିଖୋଜଙ୍କ ଉଦ୍ଧାର ଲାଗି ଜୋରସୋର ଉଦ୍ୟମ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story