ସମୁଦ୍ର ମଝିରେ ବୁଡ଼ିଗଲା ବୋଟ୍‌, ତା’ପରେ…

<p>କେନ୍ଦ୍ରାପଡ଼ା: ଘନ କୁହୁଡ଼ି ଯୋଗୁଁ ସମୁଦ୍ର ମଝିରେ ଟ୍ରଲର ଓ ବୋଟ୍&zwnj; ମଧ୍ୟରେ ହେଲା ଧକ୍କା। ଧକ୍କା ପରେ ବୁଡ଼ି ଯାଇଥିଲା ବୋଟ୍&zwnj;।&nbsp; ଭାସିଯାଇଥିଲେ ସେଥିରେ ବସିଥିବା ୬ ମତ୍ସଜୀବୀ। ତେବେ ଅଳ୍ପ କିଛି ଦୂରରେ ଅନ୍ୟ ଏକ ବୋଟ୍&zwnj;ରେ ମାଛ ମାରୁଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାସହ ବୁଡ଼ି ଯାଇଥିବା ବୋଟ୍&zwnj;କୁ ମଧ୍ୟ ସମୁଦ୍ର ମଝିରୁ କୂଳକୁ ଆଣିଥିଲେ।</p> <p>ଉଦ୍ଧାର ମତ୍ସ୍ୟଜୀବୀଙ୍କ ଘର ମହାକାଳପଡ଼ାର ଖରନାସି ଓ ରାମନଗରରେ ବୋଲି ଜଣାପଡ଼ିଛି। ଧକ୍କା ଦେଇଥିବା ଟ୍ରଲର ଭଦ୍ରକ ଜିଲ୍ଲାର ବୋଲି କୁହାଯାଉଛି। ବନ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Ordigital Desk
  • Published: Sunday, 14 January 2018
  • Updated: 14 January 2018, 01:37 PM IST

Sports

Latest News

<p>କେନ୍ଦ୍ରାପଡ଼ା: ଘନ କୁହୁଡ଼ି ଯୋଗୁଁ ସମୁଦ୍ର ମଝିରେ ଟ୍ରଲର ଓ ବୋଟ୍&zwnj; ମଧ୍ୟରେ ହେଲା ଧକ୍କା। ଧକ୍କା ପରେ ବୁଡ଼ି ଯାଇଥିଲା ବୋଟ୍&zwnj;।&nbsp; ଭାସିଯାଇଥିଲେ ସେଥିରେ ବସିଥିବା ୬ ମତ୍ସଜୀବୀ। ତେବେ ଅଳ୍ପ କିଛି ଦୂରରେ ଅନ୍ୟ ଏକ ବୋଟ୍&zwnj;ରେ ମାଛ ମାରୁଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାସହ ବୁଡ଼ି ଯାଇଥିବା ବୋଟ୍&zwnj;କୁ ମଧ୍ୟ ସମୁଦ୍ର ମଝିରୁ କୂଳକୁ ଆଣିଥିଲେ।</p><p>ଉଦ୍ଧାର ମତ୍ସ୍ୟଜୀବୀଙ୍କ ଘର ମହାକାଳପଡ଼ାର ଖରନାସି ଓ ରାମନଗରରେ ବୋଲି ଜଣାପଡ଼ିଛି। ଧକ୍କା ଦେଇଥିବା ଟ୍ରଲର ଭଦ୍ରକ ଜିଲ୍ଲାର ବୋଲି କୁହାଯାଉଛି। ବନ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos