ନାରୀ ବେଶରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ସୋର (ଶଶିକାନ୍ତ ବେହେରା):  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତଦେହକୁ ନାରୀବେଶରେ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି କର୍ଣ୍ଣାଟକାର ବେଙ୍ଗାଲୁରୁରେ। ମୃତ ଯୁବକଙ୍କ ନାଁ ଉମାକାନ୍ତ ବେହେରା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଞ୍ଚାୟତ ବିରିପଡ଼ା ଗାଁରେ। ସେ କିଛି ଦିନ ତଳେ ବେଙ୍ଗାଲୁରୁ ଯାଇ କେଙ୍ଗେରୀ ଅଞ୍ଚଳରେ ଥିବା ଏକ କମ୍ପାନୀରେ କାମ କରୁଥିଲେ। ଗତକାଲି ରାତିରେ ସେ କାମ କରୁଥିବା କଂପାନୀର ଏକ ରୁମ୍‌ରେ […]

deadbody

deadbody

Jitendra Garnayak
  • Published: Saturday, 16 February 2019
  • Updated: 16 February 2019, 03:05 PM IST

ସୋର (ଶଶିକାନ୍ତ ବେହେରା):  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତଦେହକୁ ନାରୀବେଶରେ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି କର୍ଣ୍ଣାଟକାର ବେଙ୍ଗାଲୁରୁରେ।

ମୃତ ଯୁବକଙ୍କ ନାଁ ଉମାକାନ୍ତ ବେହେରା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଞ୍ଚାୟତ ବିରିପଡ଼ା ଗାଁରେ।

ସେ କିଛି ଦିନ ତଳେ ବେଙ୍ଗାଲୁରୁ ଯାଇ କେଙ୍ଗେରୀ ଅଞ୍ଚଳରେ ଥିବା ଏକ କମ୍ପାନୀରେ କାମ କରୁଥିଲେ। ଗତକାଲି ରାତିରେ ସେ କାମ କରୁଥିବା କଂପାନୀର ଏକ ରୁମ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ସେହି ରୁମ୍‌ରେ ରହୁଥିଲେ। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ମୃତଦେହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଶାଢ଼ି ପିନ୍ଧିଥିଲେ। ତା’ସହିତ ଚୁଡ଼ି ଓ ସିନ୍ଦୁର ଲଗାଇଥିଲେ।

ପୁଲିସ୍ ଘଟଣାର ତଦନ୍ତ କରୁଛି। ଏହା ଏକ ହତ୍ୟା ନା ଆତ୍ମହତ୍ୟା ଘଟଣା, ତାହା ସ୍ପଷ୍ଟ ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story