ଜରା ନିବାସର ଅନ୍ତେବାସୀଙ୍କ ସହ ଡଙ୍ଗା ଭସାଇଲେ ଆକାଶ, ଶ୍ରୀମୟୀ ଓ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ପାନ୍ଥ ନିବାସରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ନିଗମ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଜରା ନିବାସର ଅନ୍ତେବାସୀମାନେ ସାମିଲ ହୋଇଥିଲେ। ଏହାସହ ପାନ୍ଥ ନିବାସରେ ରହୁଥିବା ପର୍ଯ୍ୟଟକମାନେ ମଧ୍ୟ ସାମିଲ ହୋଇଥିଲେ । ପର୍ଯ୍ୟଟନ ବିଭାଗ ପକ୍ଷରୁ ପାରମ୍ପରିକ ଓଡ଼ିଆ  ଖାଦ୍ୟ ସହିତ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମୋ କଲେଜର ଉପଦେଷ୍ଟା ଆକାଶ ଦାଶ ନାୟକ, […]

65432

Tapas Behera
  • Published: Tuesday, 12 November 2019
  • , Updated: 12 November 2019, 05:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ପାନ୍ଥ ନିବାସରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ନିଗମ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଜରା ନିବାସର ଅନ୍ତେବାସୀମାନେ ସାମିଲ ହୋଇଥିଲେ। ଏହାସହ ପାନ୍ଥ ନିବାସରେ ରହୁଥିବା ପର୍ଯ୍ୟଟକମାନେ ମଧ୍ୟ ସାମିଲ ହୋଇଥିଲେ । ପର୍ଯ୍ୟଟନ ବିଭାଗ ପକ୍ଷରୁ ପାରମ୍ପରିକ ଓଡ଼ିଆ  ଖାଦ୍ୟ ସହିତ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମୋ କଲେଜର ଉପଦେଷ୍ଟା ଆକାଶ ଦାଶ ନାୟକ, ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇଥିଲେ।

Related story