ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବାଲେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗାଁରେ ଏକ ୧୩ ଫୁଟ ଲମ୍ବର ଡଙ୍ଗା ଭସା ଯାଇ ବୋଇତ ବନ୍ଦାଣ କରାଯାଇଛି। ସ୍ଥାନୀୟ ମଦନ ମୋହନ ଯୁବକ ସଂଘ ପକ୍ଷରୁ ଏହି ଡଙ୍ଗା ତିଆରି କରାଯାଇଥିଲା। ଡଙ୍ଗାକୁ ସୋଲ ଓ ବାଉଁଶରେ ପ୍ରସ୍ତୁତ କରାଯାଇଥିଲା। ଏଥିସହିତ ମହିଳାମାନଙ୍କ ଦ୍ୱାରା ଆକର୍ଷଣୀୟ ମୁରୁଜ ପ୍ରତିଯୋଗିତା କରାଯାଇଥିଲା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।