ବଲାଙ୍ଗିର ଗସ୍ତରେ ସିଆରପିଏଫ୍‌ ଆଇଜି

ବଲାଙ୍ଗିର: ସିଆରପିଏଫ୍‌ ଆଇଜି କମଳାକାନ୍ତ ଆଜି ବଲାଙ୍ଗିର ଗସ୍ତରେ ଆସିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେ ବଲାଙ୍ଗିର ଗସ୍ତରେ ଆସିଥିଲେ। ଏହି ଗସ୍ତ ଅବସରରେ ସେ ବଲାଙ୍ଗିର ଉପକଣ୍ଠ  ଲଡକିପାଲି ସ୍ଥିତ ସିଆରପିଏଫ୍‌ର ପ୍ରସ୍ତାବିତ ୧୮୯ ବାଟାଲିୟମ୍‌ ପରିଦର୍ଶନ କରିଥିଲେ। ତା’ସହ ସେ ନିର୍ମାଣ କାମର ଅନୁଧ୍ୟାନ କରିଥିଲେ। ଜିଲ୍ଲାର ମାଓ ଗତିବିଧି ନେଇ ଏସିପଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।  ଆଇଜିଙ୍କ ଗସ୍ତକୁ ଦୃଷ୍ଟିରେ ବଲାଙ୍ଗିର ସହରରେ ସୁରକ୍ଷା ବ୍ୟବସ୍ଥାକୁ […]

ig

ig

Rakesh Mallick
  • Published: Tuesday, 10 January 2017
  • Updated: 10 January 2017, 02:43 PM IST

Sports

Latest News

ବଲାଙ୍ଗିର: ସିଆରପିଏଫ୍‌ ଆଇଜି କମଳାକାନ୍ତ ଆଜି ବଲାଙ୍ଗିର ଗସ୍ତରେ ଆସିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେ ବଲାଙ୍ଗିର ଗସ୍ତରେ ଆସିଥିଲେ। ଏହି ଗସ୍ତ ଅବସରରେ ସେ ବଲାଙ୍ଗିର ଉପକଣ୍ଠ  ଲଡକିପାଲି ସ୍ଥିତ ସିଆରପିଏଫ୍‌ର ପ୍ରସ୍ତାବିତ ୧୮୯ ବାଟାଲିୟମ୍‌ ପରିଦର୍ଶନ କରିଥିଲେ। ତା’ସହ ସେ ନିର୍ମାଣ କାମର ଅନୁଧ୍ୟାନ କରିଥିଲେ। ଜିଲ୍ଲାର ମାଓ ଗତିବିଧି ନେଇ ଏସିପଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।  ଆଇଜିଙ୍କ ଗସ୍ତକୁ ଦୃଷ୍ଟିରେ ବଲାଙ୍ଗିର ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story