ଚୂନ ଲଗାଇ ଖସି ଯାଉଥିଲେ, ଚାଞ୍ଛିଦେଲେ ଗ୍ରାମବାସୀ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରାସ୍ତାରେ ଯାଉଥିବା ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି କଳାକନା ବୁଲାଇ ଫେରାର ହେଉଥିଲେ ମୁଖାପିନ୍ଧା ଦୁର୍ବୃତ୍ତ। ଗାଁ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ରାସ୍ତା ମଝିରେ ଛିଡ଼ା କରାଯାଇଥିବା ଟ୍ରାକ୍ଟରରେ ଦୁର୍ବୃତ୍ତମାନେ ପିଟି ହୋଇ ନିସ୍ତୁମ ଛେଚା ଖାଇଲେ। ଆଜି ସନ୍ଧ୍ୟାବେଳେ ଏପରି ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ଘଟିଛି। ଆଜି ସଞ୍ଜ ବେଳେ ବଡ଼ତରକମୁଣ୍ଡା ଗାଁର କିଓସ୍କ ବ୍ୟାଙ୍କ କର୍ମଚାରୀ କେଶବ କମ୍ପ ଗୁଡ଼ଭେଲା ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ […]

bolangir

bolangir

Manoranjan Sial
  • Published: Saturday, 30 November 2019
  • Updated: 30 November 2019, 09:19 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରାସ୍ତାରେ ଯାଉଥିବା ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି କଳାକନା ବୁଲାଇ ଫେରାର ହେଉଥିଲେ ମୁଖାପିନ୍ଧା ଦୁର୍ବୃତ୍ତ। ଗାଁ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ରାସ୍ତା ମଝିରେ ଛିଡ଼ା କରାଯାଇଥିବା ଟ୍ରାକ୍ଟରରେ ଦୁର୍ବୃତ୍ତମାନେ ପିଟି ହୋଇ ନିସ୍ତୁମ ଛେଚା ଖାଇଲେ। ଆଜି ସନ୍ଧ୍ୟାବେଳେ ଏପରି ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ଘଟିଛି।

ଆଜି ସଞ୍ଜ ବେଳେ ବଡ଼ତରକମୁଣ୍ଡା ଗାଁର କିଓସ୍କ ବ୍ୟାଙ୍କ କର୍ମଚାରୀ କେଶବ କମ୍ପ ଗୁଡ଼ଭେଲା ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଏକ ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ। ତେବେ ଗୁଡ଼ଭେଲା-ଜାମୁଟ ରାସ୍ତାର ଜୋଗିମରା ଛକଠାରେ ଦୁଇଟି ବାଇକରେ କେତେକ ମୁଖା ପିନ୍ଧା ଯୁବକ ଆସି ତାଙ୍କ ବାଇକକୁ ଧକ୍କା ଦେଇଥିଲେ। ଫଳରେ କେଶବ ତଳେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ ଧରି ବୌଦ୍ଧ ଜିଲ୍ଲା ଅଭିମୁଖେ ଚାଲି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ବୌଦ୍ଧ ଜିଲ୍ଲା ଦେଓଗାଁର ଲୋକଙ୍କୁ ପୂରା ଘଟଣା ସମ୍ପର୍କରେ କହିଦେଇଥିଲେ।

ଆଉ କାଳ ବିଳମ୍ୱ ନକରି ଦେଓଗାଁ ଲୋକେ ରାସ୍ତା ମଝିରେ ଏକ ଟ୍ରାକ୍ଟର ଛିଡ଼ା କରି ଜଗି ରହିଥିଲେ। ଫଳରେ ଦ୍ରୁତ ଗତିରେ ଯାଉଥିବା ଲୁଟେରାମାନେ ଟ୍ରାକ୍ଟରରେ ପିଟି ହୋଇ ଯାଇଥିଲେ। ଲୁଟେରାମାନେ ତଳେ ପଡ଼ିଯିବା ପାରେ ଗାଁ ଲୋକେ ସେମାନଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଆଉ କିଛି ଲୁଟେରା ଫେରାର ମାରିବାରେ ସକ୍ଷମ ହୋଇଛନ୍ତି।

ତୁଷୁରା ପୁଲିସ ତିନିଜଣ ଲୁଟେରଙ୍କ ଅଟକ ରଖିବା ସହ ଦୁଇଟି ବାଇକ ଜବତ କରିଛି। ଲୁଟେରାଙ୍କଠାରୁ କିଛି ଟଙ୍କା ଉଦ୍ଧାର ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଆକ୍ରମଣରେ ଶିକାର ହୋଇଥିଵା କେଶବଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story