ଖୋର୍ଦ୍ଧାରେ ଫୁଟିଲା ବୋମା

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ବୋମାମାଡ଼ ହୋଇଛି। ଜଣେ ବ୍ୟକ୍ତିଙ୍କ ଘର ଆଗରେ ଥିବା କାର୍‌ ଉପରକୁ ଏହି ବୋମାମାଡ଼ କରାଯାଇଛି। ଏଥିରେ କାର୍‌ର କାଚ ଭାଙ୍ଗିଯାଇଛି। ଗତକାଲି ବିଳମ୍ବିତ ରାତିରେ ମଧୁସୂଦନ ଚାଟାର୍ଜିଙ୍କ ଘର ସାମ୍ନାରେ ଥିବା କାର ଉପରେ ବୋମାମାଡ଼ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ଆସି କାର୍‌ ଉପରକୁ ବୋମା ପକାଇ ଦୌଡ଼ି ପଳାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଟାଉନ୍‌ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି। […]

car

car

Jitendra Garnayak
  • Published: Wednesday, 13 March 2019
  • Updated: 13 March 2019, 01:42 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ବୋମାମାଡ଼ ହୋଇଛି। ଜଣେ ବ୍ୟକ୍ତିଙ୍କ ଘର ଆଗରେ ଥିବା କାର୍‌ ଉପରକୁ ଏହି ବୋମାମାଡ଼ କରାଯାଇଛି। ଏଥିରେ କାର୍‌ର କାଚ ଭାଙ୍ଗିଯାଇଛି।

ଗତକାଲି ବିଳମ୍ବିତ ରାତିରେ ମଧୁସୂଦନ ଚାଟାର୍ଜିଙ୍କ ଘର ସାମ୍ନାରେ ଥିବା କାର ଉପରେ ବୋମାମାଡ଼ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ଆସି କାର୍‌ ଉପରକୁ ବୋମା ପକାଇ ଦୌଡ଼ି ପଳାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଟାଉନ୍‌ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

ମଧୁସୂଦନ କହିଛନ୍ତି ଯେ ତାଙ୍କର କାହା ସହିତ ଶତ୍ରୁତା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos