ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼

ଆଳି(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁର ଜଣେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଗତକାଲି ରାତି ପ୍ରାୟ ୩ଟା ବେଳେ ୨ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି  ବ୍ୟବସାୟୀ ଦେବେନ୍ଦ୍ର ମହାରଣା ଘର ଉପରକୁ ୨ଟି ବୋମା ମାଡ଼ କରିଥିଲେ। ହେଲେ ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ରାଜକନିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଅନୁସନ୍ଧାନ ଆରମ୍ଭ କରିଛି।

ali

Rakesh Mallick
  • Published: Sunday, 31 December 2017
  • , Updated: 31 December 2017, 11:09 AM IST

ଆଳି(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁର ଜଣେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଗତକାଲି ରାତି ପ୍ରାୟ ୩ଟା ବେଳେ ୨ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି  ବ୍ୟବସାୟୀ ଦେବେନ୍ଦ୍ର ମହାରଣା ଘର ଉପରକୁ ୨ଟି ବୋମା ମାଡ଼ କରିଥିଲେ। ହେଲେ ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇ ନାହିଁ।

ରାଜକନିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଅନୁସନ୍ଧାନ ଆରମ୍ଭ କରିଛି।

Related story