ଓକିଲଙ୍କ ଘର ଉପରକୁ ୬ଟି ବୋମା ଫୋପାଡ଼ି ଫେରାର

ଖୋର୍ଦ୍ଧା (ବଳରାମ ଲେଙ୍କା): ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏ ଘଟଣା ଘଟିଛି ଖୋର୍ଦ୍ଧା ଟାଉନ୍‌ ଥାନା ଅନ୍ତର୍ଗତ ଜେମାଦେଇପୁରରେ। ଏହି ଆଇନଜୀବୀଙ୍କ ନାଁ ସତ୍ୟକାମ ମହାପାତ୍ର। ସେ ଏନେଇ ଖୋର୍ଦ୍ଧା ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘର ଉପରକୁ ୬ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମାମାଡ଼ରେ ତାଙ୍କ ଘରର କାନ୍ଥ, କବାଟ ଓ ଝରକା କ୍ଷତିଗ୍ରସ୍ତ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏ […]

bomb

bomb

Jitendra Garnayak
  • Published: Thursday, 31 January 2019
  • Updated: 31 January 2019, 01:28 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏ ଘଟଣା ଘଟିଛି ଖୋର୍ଦ୍ଧା ଟାଉନ୍‌ ଥାନା ଅନ୍ତର୍ଗତ ଜେମାଦେଇପୁରରେ। ଏହି ଆଇନଜୀବୀଙ୍କ ନାଁ ସତ୍ୟକାମ ମହାପାତ୍ର। ସେ ଏନେଇ ଖୋର୍ଦ୍ଧା ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି।

ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘର ଉପରକୁ ୬ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମାମାଡ଼ରେ ତାଙ୍କ ଘରର କାନ୍ଥ, କବାଟ ଓ ଝରକା କ୍ଷତିଗ୍ରସ୍ତ ହୋଇଛି।

ପୂର୍ବ ଶତ୍ରୁତାକୁ ନେଇ ଏ ଘଟଣା ଘଟିଥିବା କୁହାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story