ବୋରିଗୁମ୍ମାରେ ଚାଷୀ ବଞ୍ଚାଓ ଆନ୍ଦୋଳନ, ରାଜପଥ ଅବରୋଧ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ କୃଷକ ମଞ୍ଚ ପକ୍ଷରୁ ଚାଷୀ ବଞ୍ଚାଓ ଆନ୍ଦୋଳନ କରାଯାଇଛି। କୋରାପୁଟ ଜିଲ୍ଲାକୁ ମରୁଡି ଅଞ୍ଚଳ ଘୋଷଣା କରିବା ଦାବିରେ ମଞ୍ଚ ସଦସ୍ୟଙ୍କ ସହ ଶତାଧିକ ଚାଷୀ ବୋରିଗୁମ୍ମା-ନବରଙ୍ଗପୁରର ଆଉଳି ଛକଠାରେ ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ରାଜ୍ୟରେ ଚାଷୀ ଅତ୍ମହତ୍ୟା ବଢ଼ି ଚାଲିଛି । ହେଲେ ସରକାର ପକ୍ଷରୁ […]

borigumma

borigumma

Rakesh Mallick
  • Published: Thursday, 12 November 2015
  • Updated: 12 November 2015, 10:24 AM IST

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ କୃଷକ ମଞ୍ଚ ପକ୍ଷରୁ ଚାଷୀ ବଞ୍ଚାଓ ଆନ୍ଦୋଳନ କରାଯାଇଛି। କୋରାପୁଟ ଜିଲ୍ଲାକୁ ମରୁଡି ଅଞ୍ଚଳ ଘୋଷଣା କରିବା ଦାବିରେ ମଞ୍ଚ ସଦସ୍ୟଙ୍କ ସହ ଶତାଧିକ ଚାଷୀ ବୋରିଗୁମ୍ମା-ନବରଙ୍ଗପୁରର ଆଉଳି ଛକଠାରେ ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ରାଜ୍ୟରେ ଚାଷୀ ଅତ୍ମହତ୍ୟା ବଢ଼ି ଚାଲିଛି । ହେଲେ ସରକାର ପକ୍ଷରୁ ଏହାକୁ ରୋକିବା ପାଇଁ ଉଚିତ ପଦକ୍ଷେପ ନେଉନାହାନ୍ତି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାରେ ସରକାର ଅବହେଳା ପ୍ରଦର୍ଶନ କରୁଥିବା ଆନ୍ଦୋଳନ ବେଳେ ଅଭିଯୋଗ କରାଯାଇଛି। ଏଥିରେ ପୂର୍ବତନ ସାଂସଦ ପ୍ରଦୀପ ମାଝି, ଭୂଜବଳ ମାଝି ଏବଂ ଚନ୍ଦ୍ରଶେଖର ମାଝି ପ୍ରମୁଖ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story