ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ କୃଷକ ମଞ୍ଚ ପକ୍ଷରୁ ଚାଷୀ ବଞ୍ଚାଓ ଆନ୍ଦୋଳନ କରାଯାଇଛି। କୋରାପୁଟ ଜିଲ୍ଲାକୁ ମରୁଡି ଅଞ୍ଚଳ ଘୋଷଣା କରିବା ଦାବିରେ ମଞ୍ଚ ସଦସ୍ୟଙ୍କ ସହ ଶତାଧିକ ଚାଷୀ ବୋରିଗୁମ୍ମା-ନବରଙ୍ଗପୁରର ଆଉଳି ଛକଠାରେ ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।
ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ରାଜ୍ୟରେ ଚାଷୀ ଅତ୍ମହତ୍ୟା ବଢ଼ି ଚାଲିଛି । ହେଲେ ସରକାର ପକ୍ଷରୁ ଏହାକୁ ରୋକିବା ପାଇଁ ଉଚିତ ପଦକ୍ଷେପ ନେଉନାହାନ୍ତି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାରେ ସରକାର ଅବହେଳା ପ୍ରଦର୍ଶନ କରୁଥିବା ଆନ୍ଦୋଳନ ବେଳେ ଅଭିଯୋଗ କରାଯାଇଛି। ଏଥିରେ ପୂର୍ବତନ ସାଂସଦ ପ୍ରଦୀପ ମାଝି, ଭୂଜବଳ ମାଝି ଏବଂ ଚନ୍ଦ୍ରଶେଖର ମାଝି ପ୍ରମୁଖ ସାମିଲ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନକ୍ସଲ ଖଞ୍ଜିଥିଲେ IED ବୋମା, ଅଳ୍ପକେ ବର୍ତ୍ତିଲେ ଯବାନ
ନକ୍ସଲଙ୍କ ଗତିବିଧି ଥିବା ଜାଣିପାରି CRPF ଓ SOG ଯବାନ ମିଳିତ ଭାବେ ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଦୁଇଟି IED ବୋମା ଓ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା।
Crime
କେତେ ନାଁ, କେତେ ରୂପ ଓ କେତେ ସ୍ୱାମୀ; ଚର୍ଚ୍ଚାରେ ବିଷ୍ଣୁପ୍ରିୟା, ହର୍ଷିତା ଓ ହଂସିକା!
ଠକେଇର ପ୍ରଥମ ପାହାଚ ରାଜଧାନୀ ଭୁବନେଶ୍ୱରରେ ଚଢ଼ିଥିଲେ। ବହୁରୂପୀ ଏଣ୍ଡୁଅ ପରି ସିଏ ପ୍ରଥମେ ନିଜର ରୂପ ଓ ବେଶ ପରିବର୍ତ୍ତନ କରିଥିଲେ। ନିଜର ପୃଥୁଳକାୟ ଶରୀରକୁ କମାଇ ସ୍ଲିମ୍ଟ୍ରିମ୍ ହୋଇଥିଲେ।
Accident
ନିର୍ମାଣାଧୀନ ଘରେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଗୁରୁତର
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଉଦ୍ଧବଙ୍କୁ ମୃତ ଘୋଷଣ କରାଯାଇଥିଲା।
Crime
ନେଇଗଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଦାମୀ ମୋବାଇଲ୍
ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଦୀପଙ୍କର ମୋବାଇଲ୍ ଦୋକାନର ପଛ ପାର୍ଶ୍ୱ କାନ୍ଥରେ କଣା କରି ଭିତରେ ପଶିଥିଲେ। ଆଉ ଦୋକାନରେ ଥିବା ସବୁ ଦାମୀନାମୀ କମ୍ପାନୀର ମୋବାଇଲ୍ ଲୁଟି ନେଇଯାଇଥିଲେ।
Weather
ଶୀତ ସାଙ୍ଗକୁ କଲବଲ କରିବ କୁହୁଡି!
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଶୁକ୍ରବାର ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା ଓ ଝାରସୁଗୁଡ଼ାରେ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।