ବୌଦ୍ଧ: ହୋମଗାର୍ଡ ପରୀକ୍ଷା ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ

ବୌଦ୍ଧ: ହୋମଗାର୍ଡ ନିଯୁକ୍ତି ପରୀକ୍ଷା ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଆଜି ଘଟିଛି ବୌଦ୍ଧ ଜିଲ୍ଲାରେ। ବୌଦ୍ଧ ସହର ନିକଟସ୍ଥ ବଲାସିଂହା ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ ପଡିଆରେ ହୋମଗାର୍ଡ ନିଯୁକ୍ତି ପାଇଁ ପରୀକ୍ଷା ଚାଲିଥଲା। ତେବେ ଦୌଡ଼ିବା ସମୟରେ ଗୁରୁଚରଣ ବଳିଆ ନାମକ ଜଣେ ପ୍ରାର୍ଥୀ ଅସୁସ୍ଥ ହୋଇ ପଡିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଗୁରୁଚରଣଙ୍କ ଘର ଗୁଣ୍ଡୁଳିଆରେ ବୋଲି ଜଣାପଡିଛି।

homegaurd death

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 03:16 PM IST

Related story