‘ବାଉନ୍‌ସର୍‌’ ତଦନ୍ତ କମିଟି ବିରୋଧରେ ବର୍ଷିଲେ ପୂର୍ବତନ ଛାତ୍ର ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା। ଏହି ପରାଜୟର କାରଣ ଖୋଜିବା ପାଇଁ କଂଗ୍ରେସ ଭବନରେ ମାନସମନ୍ଥନ ଚାଲିଥିଲା। ଆଉ ସେହି ସମୟରେ କଂଗ୍ରେସ ଭବନରେ ବାଉନ୍‌ସର ମୁତୟନ ହୋଇଥିବା ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ଆରୋପ ଓ ପ୍ରତ୍ୟାରୋପ ରାଜନୀତି ଚାଲିଥିବା ବେଳେ ଘଟଣାର ତଦନ୍ତ ପାଇଁ ଆଜି କଂଗ୍ରେସ ଏକ କମିଟି ଗଠନ କରିଛି। ତେବେ ଏହି ତଦନ୍ତ କମିଟିକୁ ପୂର୍ବତନ ଛାତ୍ର କଂଗ୍ରେସ ନେତା […]

congress

congress

Manoranjan Sial
  • Published: Thursday, 23 January 2020
  • Updated: 23 January 2020, 05:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା। ଏହି ପରାଜୟର କାରଣ ଖୋଜିବା ପାଇଁ କଂଗ୍ରେସ ଭବନରେ ମାନସମନ୍ଥନ ଚାଲିଥିଲା। ଆଉ ସେହି ସମୟରେ କଂଗ୍ରେସ ଭବନରେ ବାଉନ୍‌ସର ମୁତୟନ ହୋଇଥିବା ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ଆରୋପ ଓ ପ୍ରତ୍ୟାରୋପ ରାଜନୀତି ଚାଲିଥିବା ବେଳେ ଘଟଣାର ତଦନ୍ତ ପାଇଁ ଆଜି କଂଗ୍ରେସ ଏକ କମିଟି ଗଠନ କରିଛି। ତେବେ ଏହି ତଦନ୍ତ କମିଟିକୁ ପୂର୍ବତନ ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନ ବିରୋଧ କରିଛନ୍ତି।

ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ତିନି ଜଣିଆ ତଦନ୍ତ କମିଟି ଗଠିତ ହେବ। ଏଥିରେ ସାଂସଦ ରଂଜୀବ ବିଶ୍ୱାଳଙ୍କ ସମେତ ବଟକୃଷ୍ଣ ତ୍ରିପାଠୀ ଓ ନିଶିକାନ୍ତ ମିଶ୍ର ଅଛନ୍ତି। କଂଗ୍ରେସ ଭବନକୁ କିଏ ବାଉନ୍‌ସର ପଠାଇଛନ୍ତି, ତାହାର ତଦନ୍ତ କରି ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

କଂଗ୍ରେସ ଭବନକୁ ବାଉନ୍‌ସର ପଠାଇବା ଘଟଣାର ତଦନ୍ତ ପାଇଁ ଗଠିତ କମିଟିକୁ ବିରୋଧ କରିଛନ୍ତି ପୂର୍ବତନ ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନ। ସେ କହିଛନ୍ତି-“କମିଟି ଗଠନ ନିନ୍ଦନୀୟ। ଏହା ଚୋର ହାତରେ ଚାବିକାଠି ଭଳି। ବାଉନ୍‌ସର ନିଜେ ନବଜ୍ୟୋତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଣିଥିଲେ। ଯିଏ ବାଉନ୍‌ସର ଆଣିଥିଲା, ସିଏ କଣ ତଦନ୍ତ କରାଇବେ। ନିଜ ଉପରୁ କଳଙ୍କ ଛଡ଼ାଇବାକୁ ଚେଷ୍ଟା କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story