ରେଳ ଷ୍ଟେସନରେ ପ୍ରେମିକାକୁ ଛାଡ଼ି ଚମ୍ପଟ ମାରିଲା ପ୍ରେମିକ

ରେଢାଖୋଲ (ରମାକାନ୍ତ ମହାନନ୍ଦ): ଜୀବନସାଥୀ କରିବାର ସ୍ୱପ୍ନ ଦେଖାଇ ନେଇଯାଇଥିଲା। ଉପଭୋଗ କରିବା ପରେ ଅଧା ରାସ୍ତାରେ ଧୋକା ଦେଇ ରେଳ ଷ୍ଟେସନ୍‌ରେ ଛାଡ଼ି ପଳାଇ ଯାଇଥିଲା। ପ୍ରେମିକ ପାଖରୁ ଧୋକା ପାଇବା ପରେ ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଧୋକାବାଜ୍‌ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଚାଳମାଲ ଥାନା ଅଞ୍ଚଳରେ ଘଟିଛି। ଚାରମାଲ ଥାନା ଥାନା ଅଞ୍ଚଳର ୨୧ ବର୍ଷିୟ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି […]

Redhakhol

Redhakhol

Manoranjan Sial
  • Published: Saturday, 18 December 2021
  • Updated: 18 December 2021, 05:57 PM IST

Sports

Latest News

ରେଢାଖୋଲ (ରମାକାନ୍ତ ମହାନନ୍ଦ): ଜୀବନସାଥୀ କରିବାର ସ୍ୱପ୍ନ ଦେଖାଇ ନେଇଯାଇଥିଲା। ଉପଭୋଗ କରିବା ପରେ ଅଧା ରାସ୍ତାରେ ଧୋକା ଦେଇ ରେଳ ଷ୍ଟେସନ୍‌ରେ ଛାଡ଼ି ପଳାଇ ଯାଇଥିଲା। ପ୍ରେମିକ ପାଖରୁ ଧୋକା ପାଇବା ପରେ ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଧୋକାବାଜ୍‌ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଚାଳମାଲ ଥାନା ଅଞ୍ଚଳରେ ଘଟିଛି।

ଚାରମାଲ ଥାନା ଥାନା ଅଞ୍ଚଳର ୨୧ ବର୍ଷିୟ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଭଲ ପାଉଥିଲା ସୁଶାନ୍ତ ଧଳ। ଯୁବତୀ ଜଣକ ମଧ୍ୟ ତାଙ୍କୁ ଭଲ ପାଇଥିଲେ। ଯେଉଁଥିପାଇଁ ଯୁବତୀ ଜଣକ ନିଜକୁ ସୁଶାନ୍ତଙ୍କ ଆଗରେ ସମର୍ପି ଦେଇଥିଲେ। ଏହାର ସୁଯୋଗ ନେଇ ସୁଶାନ୍ତି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ପରେ ଉଭୟ ଘରୁ ପଳାଇ ଯାଇଥିଲେ। ପରିବାର ଲୋକ ଝିଅକୁ ନପାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସେପଟେ ଉଭୟ ମାସେରୁ ଅଧିକ ସମୟରେ ଏଠିସେଠି ବୁଲିଥିଲେ। ପୀଡ଼ିତାଙ୍କ କହିବା ଅନୁସାରେ ଉଭୟ କଟକ, ଭୁବନେଶ୍ୱର, ପୁରୀ ଓ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ କିଛି ଦିନ ରହିବା ପରେ ଉଭୟ ଗାଁକୁ ଫେରୁଥିଲେ। ଗାଁ ଫେରିବା ରାସ୍ତାର ଯୁଯୁମୁରା ରେଳ ଷ୍ଟେସନଠାରେ ଯୁବତୀଙ୍କୁ ଛାଡି କେଉଁ ଆଡେ ସୁଶାନ୍ତ ଫେରାର ହୋଇଯାଇଥିଲା। ଅନ୍ୟ ଉପାୟ ନପାଇ ଚାରମାଳ ଥାନାରେ ଅଭିଯୋଗ କରିଥିଲେ ଯୁବତୀ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ପରିବାର ଲୋକ ଯୁବତୀଙ୍କୁ ଗ୍ରହଣ କରୁନଥିବାରୁ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି ବୋଲି ଏସଡିପିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story