ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲା: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ରହ୍ମଗିରି: ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲା ଗ୍ରହଣ ନ କରିବାକୁ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ପରାଜିତ ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ) ବ୍ରହ୍ମଗିରି ଆସନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କର ଏହି ଆବେଦନକୁ ଗ୍ରହଣ ନ କରିବା ଲାଗି ଦାସବର୍ମା ଆବେଦନ କରିଥିଲେ। ଏହାକୁ କୋର୍ଟ ଖାରଜ କରି ଦେବାସହ ଲୁଲୁଙ୍କ ଆବେଦନ ଉପରେ ଶୁଣାଣି କରିବେ […]
ବ୍ରହ୍ମଗିରି: ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲା ଗ୍ରହଣ ନ କରିବାକୁ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ପରାଜିତ ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ) ବ୍ରହ୍ମଗିରି ଆସନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କର ଏହି ଆବେଦନକୁ ଗ୍ରହଣ ନ କରିବା ଲାଗି ଦାସବର୍ମା ଆବେଦନ କରିଥିଲେ। ଏହାକୁ କୋର୍ଟ ଖାରଜ କରି ଦେବାସହ ଲୁଲୁଙ୍କ ଆବେଦନ ଉପରେ ଶୁଣାଣି କରିବେ ।